Base Word
חַוָּה
Short Definitionby implication, an encampment or village
Long Definitionvillage, town, tent village
Derivationproperly, the same as H2332 (lifegiving, i.e., living-place)
International Phonetic Alphabetħɑwˈwɔː
IPA modχɑˈwɑː
Syllableḥawwâ
Dictionha-WAW
Diction Modha-WA
Usage(small) town
Part of speechn-f

ଗଣନା ପୁସ୍ତକ 32:41
ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।

ଯିହୋଶୂୟ 13:30
ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।

ପ୍ରଥମ ରାଜାବଳୀ 4:13
ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।

ପ୍ରଥମ ବଂଶାବଳୀ 2:23
କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்