Base Word
חַגִּית
Short DefinitionChaggith, a wife of David
Long Definitiona wife of David and mother of Adonijah
Derivationfeminine of H2291; festive
International Phonetic Alphabetħɑg̚ˈgɪi̯t̪
IPA modχɑˈɡiːt
Syllableḥaggît
Dictionhahg-GEET
Diction Modha-ɡEET
UsageHaggith
Part of speechn-pr-f

ଦିତୀୟ ଶାମୁୟେଲ 3:4
ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।

ପ୍ରଥମ ରାଜାବଳୀ 1:5
ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।

ପ୍ରଥମ ରାଜାବଳୀ 1:11
ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

ପ୍ରଥମ ରାଜାବଳୀ 2:13
ତା'ପରେ ହଗୀତର ପୁତ୍ର ଅଦୋନିଯ ଶଲୋମନଙ୍କର ମାତା ବତ୍ଶବୋ ନିକଟକୁ ଆସିଲେ। ବତ୍ଶବୋ ତାଙ୍କୁ ପଚାରିଲେ, ଶାନ୍ତି ରେ ଆସିଲ ତ?

ପ୍ରଥମ ବଂଶାବଳୀ 3:2
ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்