Base Word
חַגַּי
Short DefinitionChaggai, a Hebrew prophet
Long Definition10th in order of the minor prophets; first prophet to prophecy after the captivity
Derivationfrom H2282; festive
International Phonetic Alphabetħɑg̚ˈgɑi̯
IPA modχɑˈɡɑi̯
Syllableḥaggay
Dictionhahg-GAI
Diction Modha-ɡAI
UsageHaggai
Part of speechn-pr-m
Base Word
חַגַּי
Short DefinitionChaggai, a Hebrew prophet
Long Definition10th in order of the minor prophets; first prophet to prophecy after the captivity
Derivationfrom H2282; festive
International Phonetic Alphabetħɑg̚ˈgɑi̯
IPA modχɑˈɡɑi̯
Syllableḥaggay
Dictionhahg-GAI
Diction Modha-ɡAI
UsageHaggai
Part of speechn-pr-m

ଏଜ୍ରା 5:1
ଏହି ସମୟରେ ଭବିଷ୍ଯଦ୍ବକ୍ତା ହାଗଯ ଓ ଇଦ୍ଦୋର ପୁତ୍ର ଜିଖରିଯ, ଏହି ଭବିଷ୍ଯଦ୍ବକ୍ତାମାନେ ଯିହୁଦା ଓ ୟିରୁଶାଲମସ୍ଥିତ ୟିହୁଦୀଯମାନଙ୍କ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସମାନେେ ପରମେଶ୍ବରଙ୍କ ନାମ ରେ ସମାନଙ୍କେ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।

ଏଜ୍ରା 6:14
ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।

ହଗୟ 1:1
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।

ହଗୟ 1:3
ପୁନର୍ବାର ହାଗଯ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କଲେ। ହାଗଯ ବାର୍ତ୍ତାଟି କହିଲେ:

ହଗୟ 1:12
ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ୟିହୋଷାଦକଙ୍କ ପୁତ୍ର ମହାୟାଜକ ଯିହାଶୂେୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ବର ହାଗଯଙ୍କୁ ପ୍ ରରଣେ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ଯଦ୍-ବକ୍ତା ହାଗଯଙ୍କଠାରୁ ସଦାପ୍ରଭୁ ଦଇେଥିବା ବାର୍ତ୍ତା ଶୁଣିଲେ। ସମାନେେ ସମାନଙ୍କେର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ବରଙ୍କୁ ଜଣାଇଲେ।

ହଗୟ 1:13
ହାଗଯ ସଦାପ୍ରଭୁ ପରମେଶ୍ବରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ଯମ ରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।

ହଗୟ 2:1
ସପ୍ତମ ମାସର ଏକବିଂଶ ଦିବସ ରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗଯଙ୍କ ନିକଟକୁ ଆସିଲା।

ହଗୟ 2:10
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।

ହଗୟ 2:13
ତା'ପ ରେ ହାଗଯ କହିଲେ, ଯଦି ଜଣେ ବ୍ଯକ୍ତି ଗୋଟିଏ ଶବକୁ ଛୁଏଁ ତବେେ ସେ କ'ଣ ଅପବିତ୍ର ହବେ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡିକୁ ଛୁଏଁ ସଗେୁଡିକ କ'ଣ ଅପବିତ୍ର ହାଇଯେିବ?

ହଗୟ 2:14
ତା'ପ ରେ ହାଗଯ କହିଲେ, ସଦାପ୍ରଭୁ ପରମେଶ୍ବର ଏହିସବୁ କହନ୍ତି, 'ଦେଶର ଲୋକମାନଙ୍କ ବିଷଯ ରେ ଏହା ସତ୍ଯ ଅଟେ। ସହେି ଲୋକମାନେ ଆମ୍ଭ ସମ୍ମୁଖ ରେ ଶୁଦ୍ଧ ଓ ପବିତ୍ର ନଥିଲେ। ତେଣୁ ଯେ କୌଣସି ଜିନିଷକୁ ସମାନେେ ଛୁଉଁଥିଲେ ଏବଂ ଯେ କୌଣସି ଜିନିଷକୁ ସମାନେେ ୟଜ୍ଞବଦେୀ ଉପରକୁ ଆଣୁଥିଲେ ସଗେୁଡିକ ସବୁ ଅଶୁଦ୍ଧ ହେଉଥିଲା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்