Base Word
חֶבֶר
Short DefinitionCheber, the name of a Kenite and of three Israelites
Long Definitionthe Kenite, husband of Jael, who slew Sisera by driving a nail into his temple
Derivationthe same as H2267; community
International Phonetic Alphabetħɛˈbɛr
IPA modχɛˈvɛʁ
Syllableḥeber
Dictionheh-BER
Diction Modheh-VER
UsageHeber
Part of speechn-pr-m

ଆଦି ପୁସ୍ତକ 46:17
ଆଶରରେ ପୁତ୍ରମାନେ ଥିଲେ, ୟିମ୍ନା, ୟିଶ୍ବା, ୟିଶ୍ବି, ବରୀଯ ଓ ସମାନଙ୍କେର ଭଉଣୀ, ସରହେ ଓ ବରଯର ପୁତ୍ର ହବରେ ଓ ମଲ୍କୀଯଲେ ଥିଲେ।

ଗଣନା ପୁସ୍ତକ 26:45
ବରିଯର ପରିବାରଗୁଡିକ ହେଲେ ଏହିମାନେ: ହବରଠାରୁେ ହବରେୀଯ ଗୋଷ୍ଠୀ; ମଲକୀଯଲଠାରୁେ ମଲକୀଯଲେୀଯ ଗୋଷ୍ଠୀ।

ବିଚାରକର୍ତାମାନଙ୍କ ବିବରଣ 4:11
ବର୍ତ୍ତମାନ ହବରେ ନାମକ ଜଣେ ଲୋକ କନେୀଯରକ୍ସ୍ଟ ଥିଲେ। ସେ ଅନ୍ୟ କନେୀଯଙ୍କକ୍ସ୍ଟ ପରିତ୍ଯାଗ କଲେ। ସମାନେେ ହୋବରର ବଂଶଧରଗଣ ଯେ କି ମାଶାରେ ଶ୍ବଶୂର ଥିଲେ। ହବରେ, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କଦେେଶ ପାଖ ରେ ତାଙ୍କର ତମ୍ବୁ ଆଲୋନ୍ ବୃକ୍ଷ ଦ୍ବାରା ସ୍ଥାପନ କଲେ।

ବିଚାରକର୍ତାମାନଙ୍କ ବିବରଣ 4:17
କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

ବିଚାରକର୍ତାମାନଙ୍କ ବିବରଣ 4:17
କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

ବିଚାରକର୍ତାମାନଙ୍କ ବିବରଣ 4:21
କିନ୍ତୁ ଯାୟେଲ୍ ତମ୍ବୁର ଏକ ଖକ୍ସ୍ଟଣ୍ଟି ଓ ଏକ ହାତକ୍ସ୍ଟଡି ପାଇଲେ। ସୀଷରା କ୍ଲାନ୍ତ ରେ ଶାଇେ ଥିବା ସମୟରେ ଯାୟେଲ ଖକ୍ସ୍ଟଣ୍ଟିଟିକକ୍ସ୍ଟ ତା'ର ମକ୍ସ୍ଟଣ୍ତ ରେ ଦଇେ ହାତକ୍ସ୍ଟଡି ରେ ଆଘାତ କରନ୍ତେ ଖକ୍ସ୍ଟଣ୍ଟିଟି ସୀଷରାର ମକ୍ସ୍ଟଣ୍ତ ରେ ଫକ୍ସ୍ଟଟି ମାଟି ରେ ପଶିଗଲା! ଏହିପରି ଭାବରେ ସୀଷରା ମୃତକ୍ସ୍ଟ୍ଯ ବରଣ କଲା।

ବିଚାରକର୍ତାମାନଙ୍କ ବିବରଣ 5:24
ସ୍ତ୍ରୀ ମାନଙ୍କ ମଧିଅରେ କନେୀଯ ହବରେ ସ୍ତ୍ରୀ ୟାଯେଲ୍ ଧନ୍ଯ ହବେେ। ତମ୍ବୁ ନିବାସିନୀମାନଙ୍କ ମଧିଅରେ ଧନ୍ଯ ହବେେ।

ପ୍ରଥମ ବଂଶାବଳୀ 4:18
ଯରେଦ୍ ଗଦୋରଙ୍କ ପିତା ଥିଲେ। ହବେର୍ ସଖାଙ୍କେ ର ପିତା ଥିଲେ ଏବଂ ୟିକୁଥୀଯଲେ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥିଯାଙ୍କର ଥିଲେ। ବିଥିଯା ଫାରୋଙ୍କର କନ୍ଯା ଥିଲେ। ସେ ମରଦଙ୍କେର ମିଶରୀଯା ପତ୍ନୀ ଥିଲେ।

ପ୍ରଥମ ବଂଶାବଳୀ 7:31
ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 7:32
ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்