Base Word
זַעַק
Short Definitiona shriek or outcry
Long Definitioncry, outcry
Derivationand (feminine) זְעָקָה; from H2199
International Phonetic Alphabetd͡zɑˈʕɑk’
IPA modzɑˈʕɑk
Syllablezaʿaq
Dictiondza-AK
Diction Modza-AK
Usagecry(-ing)
Part of speechn-f

ଆଦି ପୁସ୍ତକ 18:20
ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

ନିହିମିୟା 5:6
ଯେତବେେଳେ ମୁଁ ସମାନଙ୍କେର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ଯନ୍ତ କୃଦ୍ଧ ହଲିେ।

ନିହିମିୟା 9:9
ତୁମ୍ଭେ ମିଶରଠା ରେ ଆମ୍ଭ ପୂର୍ବପୁରୁଷଗଣର କ୍ଲେଶ ଦେଖିଲ ଓ ସୂଫ ସାଗର ନିକଟରେ ସମାନଙ୍କେର କ୍ରନ୍ଦନ ଶୁଣିଲ।

ଏଷ୍ଟର ବିବରଣ 4:1
ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।

ଏଷ୍ଟର ବିବରଣ 9:31
ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସମାନଙ୍କେର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍ତେ ସମାନେେ ଏହି ପର୍ବଦିନଗୁଡିକ ସମାନଙ୍କେ ନିଜ ପାଇଁ ଓ ସମାନଙ୍କେର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।

ଆୟୁବ ପୁସ୍ତକ 16:18
ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।

ହିତୋପଦେଶ 21:13
ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।

ଉପଦେଶକ 9:17
ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ଯ ଅଧିକ ଶୁଣାୟାଏ।

ଯିଶାଇୟ 15:5
ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।

ଯିଶାଇୟ 15:8
ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்