Base Word
זַבְדִּי
Short DefinitionZabdi, the name of four Israelites
Long Definitionson of Zerah and grandson of Judah; grandfather of Achan
Derivationfrom H2065; giving
International Phonetic Alphabetd͡zɑbˈd̪ɪi̯
IPA modzɑvˈdiː
Syllablezabdî
Dictiondzahb-DEE
Diction Modzahv-DEE
UsageZabdi
Part of speechn-pr-m

ଯିହୋଶୂୟ 7:1
କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।

ଯିହୋଶୂୟ 7:17
ତା'ପରେ ସେ ୟିହକ୍ସ୍ଟଦାର ପରିବାରର ପରିବାରବର୍ଗକକ୍ସ୍ଟ ଉପସ୍ଥିତ କଲେ। ସରହେ ଗୋଷ୍ଠୀ ପରମେଶ୍ବରଙ୍କ ଦ୍ବାରା ନିର୍ଦ୍ଧାରିତ ହେଲା। ତା'ପରେ ସରହେ ପରିବାରର ସମସ୍ତ ସଭ୍ଯ ସଦାପ୍ରଭୁଙ୍କ ଆଗ ରେ ଛିଡା ହେଲେ। ଜିମିରିର ପରିବାର ବଛାଗଲା।

ଯିହୋଶୂୟ 7:18
ଏହାପରେ ଯିହାଶୂେୟ ସେ ପରିବାରର ସମସ୍ତ ମନକ୍ସ୍ଟଷ୍ଯମାନଙ୍କୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଆସିବାକକ୍ସ୍ଟ କହିଲେ। ସଦାପ୍ରଭୁ କର୍ମିର ପକ୍ସ୍ଟତ୍ର ଆଖନ୍କକ୍ସ୍ଟ ମନୋନୀତ କଲେ। କାର୍ମି ଜିମିରର ପକ୍ସ୍ଟତ୍ର ଥିଲା ଏବଂ ଜିମିରି ସରହରେ ପକ୍ସ୍ଟତ୍ର ଥିଲା।

ପ୍ରଥମ ବଂଶାବଳୀ 8:19
ଶିମିଯିଙ୍କ ପୁତ୍ରମାନେ ଥିଲେ : ୟାକୀମ୍, ସିଖ୍ରି, ସବ୍ଦି,

ପ୍ରଥମ ବଂଶାବଳୀ 27:27
ରାମାଥୀଯଙ୍କ ପୁତ୍ର ଶିମିଯି ଦ୍ରାକ୍ଷା କ୍ଷତଗେୁଡ଼ିକର ଦାଯିତ୍ବ ରେ ଥିଲେ।

ନିହିମିୟା 11:17
ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்