Base Word
הָרַג
Short Definitionto smite with deadly intent
Long Definitionto kill, slay, murder, destroy, murderer, slayer, out of hand
Derivationa primitive root
International Phonetic Alphabethɔːˈrɑɡ
IPA modhɑːˈʁɑɡ
Syllablehārag
Dictionhaw-RAHɡ
Diction Modha-RAHɡ
Usagedestroy, out of hand, kill, murder(-er), put to (death), make (slaughter), slay(-er), × surely
Part of speechv

ଆଦି ପୁସ୍ତକ 4:8
କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।

ଆଦି ପୁସ୍ତକ 4:14
ଆଜି ତୁମ୍ଭେ ମାେତେ ଭୂମିରୁ ତଡ଼ି ଦଲେ, ତହିଁରେ ମୁଁ ତୁମ୍ଭଠାରୁ ଲୁକାଯିତ ହବେି। ମୁଁ ଏକ ପଳାତକ ଓ ପୃଥିବୀ ରେ ଭ୍ରମଣକାରୀ ହବେି। ଏପରି ହବେ ଯେ କୌଣସି ଲୋକ ମାେତେ ପାଇଲେ ବଧ କରିବ।

ଆଦି ପୁସ୍ତକ 4:15
ଏହାପରେ ସଦାପ୍ରଭୁ କଯିନକୁ କହିଲେ, ମୁଁ ଏପରି ଘଟିବାକୁ ଦବେି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ଯା କରେ ତବେେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି। ଏହାପରେ ସଦାପ୍ରଭୁ ପରମେଶ୍ବର କଯିନଙ୍କୁ ଏକ ଚି଼ହ୍ନଟ ଦେଲେ। ଚ଼ିହ୍ନଟି ଦର୍ଶାଇଲା ଯେ, କହେି ତାକୁ ମାରିବା ଉଚ଼ିତ୍ ନୁହେଁ।

ଆଦି ପୁସ୍ତକ 4:23
ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।

ଆଦି ପୁସ୍ତକ 4:25
ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ଏବଂ ତାକୁ ଶେଥ ବୋଲି ଡ଼ାକିଲା। ହବା କହିଲେ, ପରମେଶ୍ବର ହବେଲର ପ୍ରତି ବଦଳ ରେ ଆଉ ଗୋଟିଏ ପୁତ୍ର ଦଇେଛନ୍ତି, କାରଣ କଯିନ ତାହାଙ୍କୁ ହତ୍ଯା କଲା।

ଆଦି ପୁସ୍ତକ 12:12
ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।

ଆଦି ପୁସ୍ତକ 20:4
କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ?

ଆଦି ପୁସ୍ତକ 20:11
ଏହାପରେ ଅବ୍ରହାମ କହିଲେ, ଏଠା ରେ କହେି ପରମେଶ୍ବରଙ୍କୁ ଭୟ କରୁନାହିଁ ବୋଲି ପ୍ରାଯ ମୁଁ ଡ଼ାକିଲି। ମୁଁ ଭାବିଲି ଏଠା ରେ କାଳେ କିଏ ମାେତେ ହତ୍ଯାକରି ସାରାକୁ ମାଠାରୁେ ନଇୟିବେ।

ଆଦି ପୁସ୍ତକ 26:7
ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

ଆଦି ପୁସ୍ତକ 27:41
ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।

Occurences : 167

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்