Base Word
הִנֹּם
Short DefinitionHinnom, apparently a Jebusite
Long Definitiona valley (deep and narrow ravine) with steep, rocky sides located southwest of Jerusalem, separating Mount Zion to the north from the hill of evil counsel' and the sloping rocky plateau of the 'plain of Rephaim' to the south
Derivationprobably of foreign origin
International Phonetic Alphabethɪnˈnom
IPA modhiˈno̞wm
Syllablehinnōm
Dictionhin-NOME
Diction Modhee-NOME
UsageHinnom
Part of speechn-pr-loc

ଯିହୋଶୂୟ 15:8
ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 15:8
ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 18:16
ଏହାର ସୀମା ରଫାଯୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପକ୍ସ୍ଟତ୍ରର ଉପତ୍ୟକା ସମକ୍ସ୍ଟଖସ୍ଥ ପର୍ବତର ପ୍ରାନ୍ତ ପର୍ୟ୍ଯନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରକ୍ସ୍ଟ ୟିବୂଷର ଦକ୍ଷିଣ ପାଶର୍‌ବ ପର୍ୟ୍ଯନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନ ରୋଗଲକେକ୍ସ୍ଟ ଲାଗିଥିଲା।

ଯିହୋଶୂୟ 18:16
ଏହାର ସୀମା ରଫାଯୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପକ୍ସ୍ଟତ୍ରର ଉପତ୍ୟକା ସମକ୍ସ୍ଟଖସ୍ଥ ପର୍ବତର ପ୍ରାନ୍ତ ପର୍ୟ୍ଯନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରକ୍ସ୍ଟ ୟିବୂଷର ଦକ୍ଷିଣ ପାଶର୍‌ବ ପର୍ୟ୍ଯନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନ ରୋଗଲକେକ୍ସ୍ଟ ଲାଗିଥିଲା।

ଦିତୀୟ ରାଜାବଳୀ 23:10
ତୋଫତ ବନେ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠା ରେ ଲୋକମାନେ ସମାନଙ୍କେର ପୁତ୍ର ଓ କନ୍ଯାମାନଙ୍କୁ ମଲକେ ମିଥ୍ଯା ଦବେତା ସମ୍ମାନାର୍ଥେ ଅଗ୍ନି ରେ ହାମେ କଲେ। ଯେତବେେଳେ ଯୋଶିୟଯ ସହେି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହାମେ ସ୍ଥାନକୁ ଅଧିକ ସମୟ ବ୍ଯବହାର ପାଇଁ ବନ୍ଦ କଲେ।

ଦିତୀୟ ବଂଶାବଳୀ 28:3
ଆହସ୍ 'ହିନ୍ନୋମ ପୁତ୍ର' ଉପତ୍ୟକା ରେ ସୁଗନ୍ଧିଧୂପ ଜ୍ବଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନି ରେ ଦଗ୍ଧ କରି ବଳିଦାନ ସ୍ବରୂପେ ଉତ୍ସର୍ଗ କଲେ। ସହେି ଦେଶ ରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ଯ ସହେିସବୁ କଲେ। ଇଶ୍ରାୟେଲର ଲୋକମାନେ ଯେତବେେଳେ ସହେି ଦେଶ ରେ ପ୍ରବେଶ କଲେ, ସଦାପ୍ରଭୁ ସମାନଙ୍କେୁ ବଳପୂର୍ବକ ସଠାରୁେ ବାହାର କରି ଦେଲେ।

ଦିତୀୟ ବଂଶାବଳୀ 33:6
ମନଃଶି ମଧ୍ଯ ନିଜ ପୁତ୍ରକୁ ବନ୍େ-ହୋନ୍ନୋମ ଉପତ୍ୟକା ରେ ବଳିରୂପେ ଜ୍ବଳାଇଲେ। ମନଃଶି କୁହୁକ ବିଦ୍ଯା, ଭବିଷ୍ଯତ କହିବା ଓ ଅଲୌକିକ କାର୍ୟ୍ଯ କଲେ ଏବଂ ସେ ମଧ୍ଯ ୟାଦୁବିଦ୍ଯା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି ମହିଥିଲେ, ମନଃଶି ସହେିପରି ଅନକେ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କୋରଧାନ୍ବିତ କଲା।

ନିହିମିୟା 11:30
ସା ନୋହ, ଅଦୁଲ୍ଲମ ଓ ତହିଁର ପାଶର୍‌ବବର୍ତ୍ତୀ ଗ୍ରାମ ରେ, ଲାଖୀଶ ଓ ତହିଁର କ୍ଷେତ୍ର ରେ, ଅ ସକୋ ଓ ତହିଁର ଗ୍ରାମ ରେ ବାସ କଲେ। ଏହିପରି ସମାନେେ ବେର୍ଶବୋଠାରୁ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଛାଉଣି କଲେ।

ଯିରିମିୟ 7:31
ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।

ଯିରିମିୟ 7:32
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏପରି ଏକ ସମୟ ଆସୁଛି ଯେତବେେଳେ ତାହା ତୋଫାତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମ ରେ ଆଉ ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ। କାରଣ ଲୋକମାନେ ଆଉ ସ୍ଥାନ ନ ପାଇ ତୋଫତ ରେ କବର ଦବେେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்