Base Word
הֲלֹם
Short Definitionhither
Long Definitionhere, hither
Derivationfrom the article (see H1973)
International Phonetic Alphabethə̆ˈlom
IPA modhə̆ˈlo̞wm
Syllablehălōm
Dictionhuh-LOME
Diction Modhuh-LOME
Usagehere, hither(-to), thither
Part of speechadv

ଆଦି ପୁସ୍ତକ 16:13
ଏହାପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, ଯେଉଁ ପରମେଶ୍ବର ମାେତେ ଦେଖନ୍ତି ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, ମୁଁ କଣ ପ୍ରକୃତ ରେ ତାଙ୍କୁ ଏଠା ରେ ଦେଖିଲି ୟିଏ ମତେ ଦେଖନ୍ତି?

ଯାତ୍ରା ପୁସ୍ତକ 3:5
ଏହାପରେ ସଦାପ୍ରଭୁ କହିଲେ, ଆମ୍ଭର ଅଧିକ ନିକଟବର୍ତ୍ତୀ ହାଇେ ନାହୁଁ। ତୁମ୍ଭ ପାଦରୁ ପାଦୁକା କାଢି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡା ହାଇେଛ ତାହା ପବିତ୍ର ଭୂମି ଅଟେ।

ବିଚାରକର୍ତାମାନଙ୍କ ବିବରଣ 18:3
ସମାନେେ ମୀଖାର ଗୃହ ନିକଟରେ ଥିବା ବେଳେ ସହେି ଲବେୀୟ ୟକ୍ସ୍ଟବକର କଥା ଶୁଣିଲେ। ସମାନେେ ଏହା ଚିହ୍ନିପାରିଲେ, ତେଣୁ ସମାନେେ ଘର ଭିତରକକ୍ସ୍ଟ ୟାଇ ତାକକ୍ସ୍ଟ ପଚାରିଲେ, ତୁମ୍ଭକୁ ଏଠାକକ୍ସ୍ଟ କିଏ ଆଣିଲା? ତୁମ୍ଭେ ଏଠା ରେ କ'ଣ କରୁଛ? ତୁମ୍ଭର ଏଠା ରେ କ'ଣ ଅଛି?

ବିଚାରକର୍ତାମାନଙ୍କ ବିବରଣ 20:7
ବର୍ତ୍ତମାନ ଇଶ୍ରାୟେଲର ସମସ୍ତ ଲୋକଗଣ କକ୍ସ୍ଟହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭମାନେେ କ'ଣ କରିବା।

ରୂତର ବିବରଣ 2:14
ମଧ୍ଯାହ୍ନ ଭୋଜନ ସମୟରେ, ବୋୟଜ ଋତଙ୍କକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ! ଆମର ରୋଟୀରକ୍ସ୍ଟ କିଛି ଖାଅ। ଆଉ ତୁମ୍ଭେ ରୋଟୀରକ୍ସ୍ଟ କିଛି ଖଣ୍ତ ନଇେ ତାହାକକ୍ସ୍ଟ ଅମ୍ଳରସ ରେ ବକ୍ସ୍ଟଡାଅ।

ପ୍ରଥମ ଶାମୁୟେଲ 10:22
ତା'ପରେ ଲୋକମାନେ ସଦାପ୍ରଭୁଙ୍କୁ ପଚାରିଲେ, ଏପର୍ୟ୍ଯନ୍ତ ଶାଉଲ ଏଠାକକ୍ସ୍ଟ ଆସିଛନ୍ତି କି?

ପ୍ରଥମ ଶାମୁୟେଲ 14:36
ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।

ପ୍ରଥମ ଶାମୁୟେଲ 14:38
ତା'ପରେ ଶାଉଲ କହିଲେ, ସମସ୍ତ ନେତାମାନଙ୍କୁ ମାେ ପାଖକକ୍ସ୍ଟ ଡାକ। ଆସ ଆମ୍ଭେ ଖାଜେିବ, ଆଜି କିଏ ଏହି ପାପ କଲା।

ଦିତୀୟ ଶାମୁୟେଲ 7:18
ଦାଉଦ କହିଲା, ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, କାହିଁକି ମୁ ତକ୍ସ୍ଟମ୍ଭ ପକ୍ଷ ରେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାରେପରିବାର ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାେତେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ କରିଛ?

ପ୍ରଥମ ବଂଶାବଳୀ 17:16
ଏହାପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ବସିଲେ। ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାେ' ନିମନ୍ତେ ଓ ମାରେ ପରିବାର ନିମନ୍ତେ ଅନକେ ମହାନ୍ କାର୍ୟ୍ଯମାନ କରିଅଛ। ଆଉ ମୁଁ ଜାଣନୋ କାହିଁକି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்