Base Word
הוֹד
Short Definitiongrandeur (i.e., an imposing form and appearance)
Long Definitionsplendor, majesty, vigour
Derivationfrom an unused root
International Phonetic Alphabethod̪
IPA modho̞wd
Syllablehôd
Dictionhode
Diction Modhode
Usagebeauty, comeliness, excellency, glorious, glory, goodly, honour, majesty
Part of speechn-m

ଗଣନା ପୁସ୍ତକ 27:20
ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇଶ୍ରାୟେଲର ଲୋକମାନେ ତାଙ୍କୁ ମାନିବେ।

ପ୍ରଥମ ବଂଶାବଳୀ 16:27
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।

ପ୍ରଥମ ବଂଶାବଳୀ 29:11
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।

ପ୍ରଥମ ବଂଶାବଳୀ 29:25
ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ୍ କଲେ। ଇଶ୍ରାୟେଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ୍ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇଶ୍ରାୟେଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।

ଆୟୁବ ପୁସ୍ତକ 37:22
ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।

ଆୟୁବ ପୁସ୍ତକ 39:20
ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।

ଆୟୁବ ପୁସ୍ତକ 40:10
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।

ଗୀତସଂହିତା 8:1
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।

ଗୀତସଂହିତା 21:5
ସହେି ରାଜାଙ୍କୁ ତୁମ୍ଭେ ବିଜଯ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ ?

ଗୀତସଂହିତା 45:3
ହେ ବୀର ତୁମ୍ଭର ଖଡ୍ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶାେଭା ପାଉ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்