Base Word
דֶּרֶךְ
Short Definitiona road (as trodden); figuratively, a course of life or mode of action, often adverb
Long Definitionway, road, distance, journey, manner
Derivationfrom H1869
International Phonetic Alphabetd̪ɛˈrɛk
IPA moddɛˈʁɛχ
Syllablederek
Dictiondeh-REK
Diction Moddeh-REK
Usagealong, away, because of, + by, conversation, custom, (east-)ward, journey, manner, passenger, through, toward, (high-, path-)way(-side), whither(-soever)
Part of speechn-m

ଆଦି ପୁସ୍ତକ 3:24
ସଦାପ୍ରଭୁ ପରମେଶ୍ବର ଏହିପରି ମନୁଷ୍ଯକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦବୋପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣଯମାନ ଖଡ୍ଗ ଏଦୋନ ଉଦ୍ୟାନର ପ୍ରବେଶ ସ୍ଥାନ ରେ ରଖିଲେ।

ଆଦି ପୁସ୍ତକ 6:12
ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।

ଆଦି ପୁସ୍ତକ 16:7
ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।

ଆଦି ପୁସ୍ତକ 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

ଆଦି ପୁସ୍ତକ 19:2
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।

ଆଦି ପୁସ୍ତକ 19:31
ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କହେି ଜଣେ ହେଲେ ନାହାନ୍ତି।

ଆଦି ପୁସ୍ତକ 24:21
ତା'ପରେ ସେ କନ୍ଯାକୁ ଅତି ପାଖ ରେ ଏବଂ ଶାନ୍ତଭାବରେ ଦେଖିଲେ, ସେ ନିଶ୍ଚିତ ହବୋପରେ ଏବଂ ୟାଣିଲେ ସଦାପ୍ରଭୁ ତାଙ୍କର ୟାତ୍ର ସଫଳ କରିଥିଲେ।

ଆଦି ପୁସ୍ତକ 24:27
ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।

ଆଦି ପୁସ୍ତକ 24:40
କିନ୍ତୁ ମାରେପ୍ରଭୁ ମାେତେ କହିଲେ, 'ମୁଁ ସଦାପ୍ରଭୁଙ୍କର ସବୋ କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଏବଂ ତୁମ୍ଭର ୟାତ୍ରା ସଫଳ କରିବେ ତୁମ୍ଭେ ୟାଅ। ମାରେ ପିତାଙ୍କ ବଂଶରୁ ମାରେ ପୁଅ ନିମନ୍ତେ କନ୍ଯା ଆଣିବ।

ଆଦି ପୁସ୍ତକ 24:42
ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, 'ସଦାପ୍ରଭୁ ପରମେଶ୍ବର ମାରେ ପ୍ରଭୁ ଅବ୍ରହାମଙ୍କର ପରମେଶ୍ବର, ଦୟାକରି ମାରୟୋତ୍ରା ସଫଳ କରାଅ।

Occurences : 706

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்