Base Word
אָוָה
Short Definitionto wish for
Long Definitiondesire, incline, covet, wait longingly, wish, sigh, want, be greedy, prefer
Derivationa primitive root
International Phonetic Alphabetʔɔːˈwɔː
IPA modʔɑːˈvɑː
Syllableʾāwâ
Dictionaw-WAW
Diction Modah-VA
Usagecovet, (greatly) desire, be desirous, long, lust (after)
Part of speechv

ଗଣନା ପୁସ୍ତକ 11:4
ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?

ଗଣନା ପୁସ୍ତକ 11:34
ତେଣୁ ସହେି ସ୍ଥାନର ନାମ କିବ୍ରୋତ୍-ହତ୍ତାବା ହେଲା। କାରଣ ସମାନେେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସହେି ସ୍ଥାନ ରେ କବର ଦେଲେ।

ଦିତୀୟ ବିବରଣ 5:21
ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସମାନଙ୍କେର କୌଣସି ବସ୍ତକ୍ସ୍ଟ ଲୋଭ କରିବ ନାହିଁ।

ଦିତୀୟ ବିବରଣ 12:20
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକକ୍ସ୍ଟ ବଢାଇବେ। ଯେତବେେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭମାନେେ ହକ୍ସ୍ଟଏତ ତାଙ୍କର ମନୋନୀତ ସ୍ଥାନର ବହକ୍ସ୍ଟ ଦୂର ରେ ବାସ କରୁଥିବ।

ଦିତୀୟ ବିବରଣ 14:26
ତୁମ୍ଭେ ଯାହା ଇଛା କର, ଗୋରୁ, ଛଳେି, ଦ୍ରାକ୍ଷାରସ, କି ଅବା ଯାହାକିଛି ତକ୍ସ୍ଟମ୍ଭ ପ୍ରାଣ ତକ୍ସ୍ଟମ୍ଭଠାରକ୍ସ୍ଟ ଚା ହେଁ ତହିଁ ପାଇଁ ତୁମ୍ଭେ ସହେି ଟଙ୍କା ଦବେ। ତୁମ୍ଭମାନେେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରି ତୁମ୍ଭେ ଓ ତକ୍ସ୍ଟମ୍ଭ ପରିବାର ଆନନ୍ଦ କରିବ।

ଦିତୀୟ ଶାମୁୟେଲ 3:21
ଅବନର ଦାଉଦଙ୍କକ୍ସ୍ଟ କହିଲେ, ହେ ମାରେ ପ୍ରଭକ୍ସ୍ଟ ମହାରାଜ, ମାେତେ ୟିବାକକ୍ସ୍ଟ ଦିଅ, ଏବଂ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆଣିବାକକ୍ସ୍ଟ ଦିଅ। ତା'ପରେ ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କରିବେ। ଏବଂ ଆପଣ ସମଗ୍ର ଇଶ୍ରାୟେଲର ରାଜା ହବେେ। ଏବଂ ଆପଣଙ୍କ ଇଛା ମତେ ରାଜତ୍ବ କରିବେ। ତେଣୁ ଦାଉଦ ଅବନରକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ଏବଂ ଅବନର ଶାନ୍ତି ରେ ଉକ୍ତ ସ୍ଥାନ ପରିତ୍ଯାଗ କଲେ।

ଦିତୀୟ ଶାମୁୟେଲ 23:15
ଦାଉଦ ତୃଷାର୍ତ୍ତ ହାଇେ କହିଲେ, ଆଃ କହେି ବୈଥ୍ଲହମେ ରେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ଜଳ ଦିଅନ୍ତା କି।

ପ୍ରଥମ ରାଜାବଳୀ 11:37
ତୁମ୍ଭର ମହା ସନ୍ତୋଷାନୁୟାଯୀ ମୁଁ ତୁମ୍ଭକୁ ଇଶ୍ରାୟେଲ ଉପରେ ଶାସନ କରାଇବି।

ପ୍ରଥମ ବଂଶାବଳୀ 11:17
ଦାଉଦ କହିଲେ, ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କହେି ମାେତେ ପାଣି ପିଇବାକୁ ଦିଅନ୍ତା କି ?

ଆୟୁବ ପୁସ୍ତକ 23:13
କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்