Base Word
דְּמוּת
Short Definitionresemblance; concretely, model, shape; adverbially, like
Long Definition(n f) likeness, similitude
Derivationfrom H1819
International Phonetic Alphabetd̪ɛ̆ˈmuːt̪
IPA moddɛ̆ˈmut
Syllabledĕmût
Dictiondeh-MOOT
Diction Moddeh-MOOT
Usagefashion, like(-ness) (as), manner, similitude
Part of speechn-f

ଆଦି ପୁସ୍ତକ 1:26
ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

ଆଦି ପୁସ୍ତକ 5:1
ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।

ଆଦି ପୁସ୍ତକ 5:3
ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।

ଦିତୀୟ ରାଜାବଳୀ 16:10
ରାଜା ଆହାସ୍ ଅଶୂର ରାଜା ତିଗ୍ଲତ-ପିଲଲଷରଙ୍କୁ ଭଲଟିବାକୁ ଦମ୍ମଲଶକ ଗଲଲ ଓ ଦମ୍ଲମଶକଲର ଥିବା ୟଜ୍ଞବଲଦୀସଦଖିଲଲ। ତା'ପଲର ଆହାସ୍ର ରାଜାସସହି ୟଜ୍ଞବଲଦିସର ସକଳ ଶିଳ୍ପକଳା ଅନୁସାଲରସସହିପ୍ରକାର ଆକୃତି ଉରିଯ ଯାଜକ ନିକଟକୁ ପଠାଇଲଲ।

ଦିତୀୟ ବଂଶାବଳୀ 4:3
ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାଶର୍‌ବର ଚତୁର୍ଦ୍ଦିଗ ରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁଃପାଶର୍‌ବ ରେ ଦଶ ହାତ ପର୍ୟ୍ଯନ୍ତ ଦୁଇ ଧାଡ଼ି ରେ ସଗେୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାୟିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳଇେ ଠିକ୍ ସ୍ଥାନ ରେ ବ ସଇେ ଦିଆୟଇଥିଲା।

ଗୀତସଂହିତା 58:4
ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।

ଯିଶାଇୟ 13:4
ପର୍ବତମାନଙ୍କ ରେ ହେଉଥିବା କୋଳାହଳ ପ୍ରତି ଧ୍ଯାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ଯର ଲୋକେ ଏକତ୍ରୀତ ହାଇେଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ଯବାହିନୀକୁ ଏକତ୍ରୀତ ହବୋକୁ ଆହ୍ବାନ ଦଇେଛନ୍ତି।

ଯିଶାଇୟ 40:18
ତବେେ ପରମେଶ୍ବରଙ୍କୁ ତୁମ୍ଭେ କାହା ସହିତ ତୁଳନା କରିପାରିବ ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ ? ନା।

ଯିହିଜିକଲ 1:5
ସହେି ମେଘ ମଧିଅରେ ଜୀବନ୍ତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସମାନଙ୍କେର ଆକୃତି ମନୁଷ୍ଯ ପରି ଥିଲା।

ଯିହିଜିକଲ 1:5
ସହେି ମେଘ ମଧିଅରେ ଜୀବନ୍ତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସମାନଙ୍କେର ଆକୃତି ମନୁଷ୍ଯ ପରି ଥିଲା।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்