Base Word | |
דָּכָה | |
Short Definition | to collapse (phys. or mentally) |
Long Definition | to crush, be crushed, be contrite, be broken |
Derivation | a primitive root (compare H1790, H1792) |
International Phonetic Alphabet | d̪ɔːˈkɔː |
IPA mod | dɑːˈχɑː |
Syllable | dākâ |
Diction | daw-KAW |
Diction Mod | da-HA |
Usage | break (sore), contrite, crouch |
Part of speech | v |
ଗୀତସଂହିତା 10:10
ବାରମ୍ବାର ସହେି ଦୁଷ୍ଟ ଲୋକମାନେ ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
ଗୀତସଂହିତା 38:8
ମାେତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦଯର ଅସ୍ଥିରତା ହତେୁରୁ ଆର୍ତ୍ତନାଦ କରୁଥିଲି।
ଗୀତସଂହିତା 44:19
ହେ ପରମେଶ୍ବର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦଲେ ୟାହା ମୃତ୍ଯୁଭଳି ଗାଢ଼ ଅନ୍ଧକାର ଅଟେ।
ଗୀତସଂହିତା 51:8
ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।
ଗୀତସଂହିତା 51:17
ନମ୍ର ଆତ୍ମା ପରମେଶ୍ବରଙ୍କର ଗ୍ରାହ୍ଯବଳି। ହେ ପରମେଶ୍ବର, ତୁମ୍ଭେ ନମ୍ର ହୃଦଯକୁ ଓ ପାପ ପାଇଁ ଅନୁତପ୍ତ ହୃଦଯକୁ ପ୍ରତ୍ଯାଖ୍ଯାନ କରିବ ନାହିଁ।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்