Base Word
דִּין
Short Definitionjudgement (the suit, justice, sentence or tribunal); by implication also strife
Long Definitionjudgment
Derivationcorresponding to H1779
International Phonetic Alphabetd̪ɪi̯n̪
IPA moddiːn
Syllabledîn
Dictiondeen
Diction Moddeen
Usagejudgement
Part of speechn-m

ଏଜ୍ରା 7:26
ଯଦି କୌଣସି ଲୋକ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ନ ମାନିବ, ରାଜାଙ୍କର ବ୍ଯବସ୍ଥା ନ ମାନିବ, ସମାନେେ ନିଶ୍ଚିତ ରେ ଦଣ୍ତିତ ହବେେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ଯୁଦଣ୍ତ ହାଇପୋ ରେ, ନିର୍ବାସିତ ହାଇପୋ ରେ, ତାକୁ ଅର୍ଥଦଣ୍ତ ହାଇପୋ ରେ ବା ବନ୍ଦୀତ୍ବ ଦଣ୍ତ ଦିଆୟାଇ ପା ରେ।

ଦାନିଏଲ 4:37
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।

ଦାନିଏଲ 7:10
ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।

ଦାନିଏଲ 7:22
ତା'ପ ରେ ସହେି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷ ରେ ଓ ଶିଙ୍ଗ ବିପକ୍ଷ ରେ ନ୍ଯାଯ ହେଲା। ଆଉ ପରମେଶ୍ବର ସହେି ପବିତ୍ର ଲୋକମାନଙ୍କର ରାଜତ୍ବ କରିବାର ସମୟ ଉପସ୍ଥିତ ହେଲା।

ଦାନିଏଲ 7:26
ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କତ୍ତୃର୍ତ୍ବ କାଢି ନିଆୟିବ ଓ ରାଜ୍ଯ ସମ୍ପୂର୍ଣ୍ଣ ଭାବରେ ବିନାଶ ହବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்