Base Word
אוֹ
Short Definitiondesire (and so probably in Proverbs 31:4); hence (by way of alternative) or, also if
Long Definitionor, rather
Derivationpresumed to be the 'constructive' or genitival form of אַו ; short for H0185
International Phonetic Alphabetʔo
IPA modʔo̞w
Syllableʾô
Dictionoh
Diction Modoh
Usagealso, and, either, if, at the least, × nor, or, otherwise, then, whether
Part of speechconj

ଆଦି ପୁସ୍ତକ 24:49
ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।

ଆଦି ପୁସ୍ତକ 24:50
ଏହାପରେ ଲାବନ୍ ଏବଂ ବଥୂଯଲେ ଉତ୍ତର କଲେ, ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରବୁ ନାହିଁ।

ଆଦି ପୁସ୍ତକ 24:55
ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।

ଆଦି ପୁସ୍ତକ 31:43
ଲାବନ ଯାକୁବକୁ କହିଲେ, ତୁମ୍ଭ ସ୍ତ୍ରୀମାନେ ମାରେ କନ୍ଯା ଏବଂ ଏହି ପିଲାମାନେ ମଧ୍ଯ ମାରେ। ଏବଂ ଏସମସ୍ତ ପଶୁମାନେ ମଧ୍ଯ ମାରେ। ଏଠା ରେ ଯେତେ ସବୁ ଦେଖୁଛ ତାହା ସବୁ ମାରେ। ଏଣୁ ମାରେ ଏହି କନ୍ଯାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି?

ଆଦି ପୁସ୍ତକ 44:8
ଆମ୍ଭମାନେେ କିଣାନ ଦେଶରୁ ଫରେି ଆସିଛୁ। ଆମ୍ଭ ପଟ ମଧିଅରେ ଥିବା ଟଙ୍କା ଫରୋଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ।

ଆଦି ପୁସ୍ତକ 44:19
ପୂର୍ବରୁ ଆପଣ ଆମ୍ଭକୁ ପଚାରି ଥିଲେ, 'ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?'

ଯାତ୍ରା ପୁସ୍ତକ 4:11
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।

Occurences : 321

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்