Base Word
דּוּד
Short Definitiona pot (for boiling); also (by resemblance of shape) a basket
Long Definitionpot, jar, basket, kettle
Derivationfrom the same as H1730
International Phonetic Alphabetd̪uːd̪
IPA moddud
Syllabledûd
Dictiondood
Diction Moddood
Usagebasket, caldron, kettle, (seething) pot
Part of speechn-m

ପ୍ରଥମ ଶାମୁୟେଲ 2:14
ଆଉ ଯାଜକର ସବେକ ମାଂସକକ୍ସ୍ଟ ତସଲା ବା ହଣ୍ତାରକ୍ସ୍ଟ ବାହାର କରିବା ପାଇଁ କଣ୍ଟା ଚାମକ୍ସ୍ଟଚର ବ୍ଯବହାର କରିବା ଉଚିତ୍।କଣ୍ଟା ଗ୍ଭମକ୍ସ୍ଟଚ ଦ୍ବାରା ଯେତିକି ସବେକ ଆଣିଥାଏ କବଳେ ସତେିକି ହିଁ ଯାଜକ ନବୋ ଉଚିତ୍। ଇଶ୍ରାୟେଲ ଲୋକମାନେ ଯେଉଁମାନେ ଶି ଲୋକକ୍ସ୍ଟ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହା କି ଯାଜକଗଣ ନବୈେଦ୍ଯ ପ୍ରତି କରିବା ଉଚିତ୍।

ଦିତୀୟ ରାଜାବଳୀ 10:7
ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।

ଦିତୀୟ ବଂଶାବଳୀ 35:13
ଲବେୀୟମାନଙ୍କୁ ଯେ ପ୍ରକାର ଆଦେଶ ଦିଆୟାଇଥିଲା, ସମାନେେ ସହେି ପ୍ରକା ରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସମାନେେ ହାଣ୍ଡି, କେଟ୍ଲି ଓ କରଇେ ରେ ପବିତ୍ର ନବୈେଦ୍ଯଗୁଡ଼ିକୁ ସିଦ୍ଧ କଲେ। ଏହାପରେ ସମାନେେ ଶୀଘ୍ର ସହେି ମାଂସକୁ ଲୋକମାନଙ୍କୁ ଦେଲେ।

ଆୟୁବ ପୁସ୍ତକ 41:20
ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।

ଗୀତସଂହିତା 81:6
ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦଲେୁ। ତାହାର ହସ୍ତ ଟୋକଇରେୁ ମୁକ୍ତ ହେଲା।

ଯିରିମିୟ 24:2
ଗୋଟିଏ ଡ଼ାଲା ରେ ଆଦ୍ଯ ପକ୍ବ ଡ଼ିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲା ରେ ଏପରି ଅତି ମନ୍ଦ ଡ଼ିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପୟୋଗୀ ନ ଥିଲା।

ଯିରିମିୟ 24:2
ଗୋଟିଏ ଡ଼ାଲା ରେ ଆଦ୍ଯ ପକ୍ବ ଡ଼ିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲା ରେ ଏପରି ଅତି ମନ୍ଦ ଡ଼ିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପୟୋଗୀ ନ ଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்