Base Word
דְּבּוֹרָה
Short DefinitionDeborah, the name of two Hebrewesses
Long Definitionthe nurse of Rebekah who accompanied her from the house of Bethuel
Derivationor (shortened) דְּבֹרָה; the same as H1682
International Phonetic Alphabetd̪ɛ̆bːoˈrɔː
IPA moddɛ̆.bo̞wˈʁɑː
Syllabledĕbbôrâ
Dictiondeb-boh-RAW
Diction Moddeh-boh-RA
UsageDeborah
Part of speechn-pr-f

ଆଦି ପୁସ୍ତକ 35:8
ସହେି ସ୍ଥାନ ରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ଯୁ ହେଲା ଏବଂ ତାକୁ ବୈଥଲରେ ଅଧଃସ୍ଥିତ ଆଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସହେି ସ୍ଥାନର ନାମ ଆଲୋନ-ବାଖୁତ୍ ହେଲା।

ବିଚାରକର୍ତାମାନଙ୍କ ବିବରଣ 4:4
ସହେି ସମୟରେ ଦାବୋରା ନାମକ ଜଣେ ଭବିଷ୍ଯତ୍ବକ୍ତି ଥିଲେ। ସେ ଲପ୍ପୀଦୋତର ସ୍ତ୍ରା ଥିଲେ। ସେ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଚାରପତି ହେଲେ।

ବିଚାରକର୍ତାମାନଙ୍କ ବିବରଣ 4:5
ଦିନେ, ଦବୋରା ଏକ ଖଜର୍କ୍ସ୍ଟରୀ ଗଛ ତଳେ ବସିଥିଲେ। ଇଶ୍ରାୟେଲର ଲୋକମାନେ ଗୋଟିଏ ମୀମାଂସ ପାଇଁ ତାଙ୍କ ନିକଟକକ୍ସ୍ଟ, ସୀଷରା ସମ୍ବନ୍ଧ ରେ ଆସିଲେ। ସହେି ଖଜର୍କ୍ସ୍ଟରୀ ଗଛଟି ରାମା ଓ ବୈଥେଲ୍ ମଧ୍ଯ ଇଫ୍ରଯିମ ପର୍ବତମଯ ଦେଶ ରେ ଅବସ୍ଥିତ ଥିଲା।

ବିଚାରକର୍ତାମାନଙ୍କ ବିବରଣ 4:9
ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।

ବିଚାରକର୍ତାମାନଙ୍କ ବିବରଣ 4:10
ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

ବିଚାରକର୍ତାମାନଙ୍କ ବିବରଣ 4:14
ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 5:1
ଇଶ୍ରାୟେଲ ସନ୍ତାନଗଣ ଯେଉଁଦିନ ସୀଷରାକକ୍ସ୍ଟ ପରାସ୍ତ କଲେ। ସହେିଦିନ ଦବୋରା ଓ ବାରକ୍ ଅବୀନୋଯମର ପକ୍ସ୍ଟତ୍ର ଏହି ସଂଗୀତ ଗାନ କଲେ।

ବିଚାରକର୍ତାମାନଙ୍କ ବିବରଣ 5:7
ଇଶ୍ରାୟେଲ ମଧିଅରେ ଶାସନ କର୍ତ୍ତାଗଣ ଶୂନ୍ଯ ଥିଲେ। ମୁ ଦବୋର ଉତ୍ପନ୍ନ କରିବା ପର୍ୟ୍ଯନ୍ତ ମୁ ଇଶ୍ରାୟେଲ ରେ ମାତୃତକ୍ସ୍ଟଲ୍ଯ ଉତ୍ପନ୍ନ କରିବା ପର୍ୟ୍ଯନ୍ତ ସମାନେେ ଥିଲେ ଶୂନ୍ଯ।

ବିଚାରକର୍ତାମାନଙ୍କ ବିବରଣ 5:12
ଜାଗ, ଜାଗ, ଦବୋ ରେ! ଜାଗ, ଜାଗ, ଗାନକର! ଜାଗ ବରାକ୍! ୟାଅ ଏବଂ ତୁମ୍ଭର ଶତୃମାନଙ୍କୁ ବନ୍ଦୀକର ଅବୀନୋଯମର ପକ୍ସ୍ଟତ୍ର!

ବିଚାରକର୍ତାମାନଙ୍କ ବିବରଣ 5:15
ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗ ରେ ଥିଲେ। ଇଷାଖର ଯମେିତି ବାରକ୍ ମଧ୍ଯ ସମେିତି ଥିଲା। ସମାନେେ ତଳ ଭୂମିଆଡେ ମାଡିଗଲେ। ରୂବନରେ ଷୋର୍ତ ସମକ୍ସ୍ଟହ ଗକ୍ସ୍ଟରକ୍ସ୍ଟତର ମନଭାବନା ହେଲା।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்