Base Word
דֹּב
Short Definitionthe bear (as slow)
Long Definitionbear
Derivationor (fully) דּוֹב; from H1680
International Phonetic Alphabetd̪ob
IPA moddo̞wv
Syllabledōb
Dictiondobe
Diction Moddove
Usagebear
Part of speechn

ପ୍ରଥମ ଶାମୁୟେଲ 17:34
କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।

ପ୍ରଥମ ଶାମୁୟେଲ 17:36
ମୁ ସିଂହ ଓ ଭାଲକ୍ସ୍ଟ ଉଭୟଙ୍କକ୍ସ୍ଟ ବଧ କରିଛି ଏବଂ ମୁ ମଧ୍ଯ ଗଲିଯାତକକ୍ସ୍ଟ ସହେିପରି ବଧ କରିବି। ଗଲିଯାତ ମରିବ କାରଣ ସେ ଜୀବିତ ପରମେଶ୍ବରଙ୍କର ସୈନ୍ଯକକ୍ସ୍ଟ ତକ୍ସ୍ଟଚ୍ଛ କରିଅଛି।

ପ୍ରଥମ ଶାମୁୟେଲ 17:37
ସଦାପ୍ରଭୁ ମାେତେ ସିଂହ ଓ ଭାଲକ୍ସ୍ଟ ନିକଟରକ୍ସ୍ଟ ରକ୍ଷା କରିଛନ୍ତି। ସଦାପ୍ରଭୁ ମତେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

ଦିତୀୟ ଶାମୁୟେଲ 17:8
ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ଦିତୀୟ ରାଜାବଳୀ 2:24
ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମ ରେ ସମାନଙ୍କେୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେ ମଧ୍ଯରୁ ବଯାଳିଶ ଜଣଙ୍କୁ ଧରି ଚିରି ପକାଇଲେ।

ହିତୋପଦେଶ 17:12
ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।

ହିତୋପଦେଶ 28:15
ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।

ଯିଶାଇୟ 11:7
ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତି ରେ ରବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶାଇେବେ। ସିଂହମାନେ ଗାଈପରି ନଡା ଖାଇବେ। ଏପରିକି ସର୍ପ ମଧ୍ଯ କାହାରିକୁ ଆଘାତ କରିବ ନାହିଁ।

ଯିଶାଇୟ 59:11
ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।

ଯିରିମିୟଙ୍କ ବିଳାପ 3:10
ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்