Base Word
גֵּרְשׁוֹן
Short DefinitionGereshon or Gereshom, an Israelite
Long Definitionfirstborn son of Levi born before Jacob's family went to Egypt
Derivationor גֵּרְשׁוֹם; from H1644; a refugee
International Phonetic Alphabetɡe.rɛ̆ˈʃon̪
IPA modɡe.ʁɛ̆ˈʃo̞wn
Syllablegērĕšôn
Dictionɡay-reh-SHONE
Diction Modɡay-reh-SHONE
UsageGershon, Gershom
Part of speechn-pr-m

ଆଦି ପୁସ୍ତକ 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।

ଯାତ୍ରା ପୁସ୍ତକ 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଯାତ୍ରା ପୁସ୍ତକ 6:17
ଗେର୍ଶାେନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିଯି।

ଗଣନା ପୁସ୍ତକ 3:17
ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

ଗଣନା ପୁସ୍ତକ 3:18
ଗେର୍ଶୋନ ପରିବାରବର୍ଗର ନାମ ଲାବନି ଓ ଶିମିଯି।

ଗଣନା ପୁସ୍ତକ 3:21
ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।

ଗଣନା ପୁସ୍ତକ 3:25
ସମାଗମ ତମ୍ବୁ ରେ ଗେର୍ଶୋନର ପରିବାରର କର୍ତ୍ତବ୍ଯ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ ତମ୍ବୁର ଫାଟକର ଆଛାଦନ କନାର ଯତ୍ନ ନବୋ।

ଗଣନା ପୁସ୍ତକ 4:22
ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର।

ଗଣନା ପୁସ୍ତକ 4:38
ଆଉ ମଧ୍ଯ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।

ଗଣନା ପୁସ୍ତକ 4:41
ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗ ରେ ଗଣ୍ଯ ହେଲେ ଓ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்