Base Word | |
גְּרָר | |
Short Definition | Gerar, a Philistine city |
Long Definition | a Philistine town south of Gaza, modern 'Umm' |
Derivation | probably from H1641; a rolling country |
International Phonetic Alphabet | ɡɛ̆ˈrɔːr |
IPA mod | ɡɛ̆ˈʁɑːʁ |
Syllable | gĕrār |
Diction | ɡeh-RAWR |
Diction Mod | ɡeh-RAHR |
Usage | Gerar |
Part of speech | n-pr-loc |
ଆଦି ପୁସ୍ତକ 10:19
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।
ଆଦି ପୁସ୍ତକ 20:1
ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।
ଆଦି ପୁସ୍ତକ 20:2
ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।
ଆଦି ପୁସ୍ତକ 26:1
ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।
ଆଦି ପୁସ୍ତକ 26:6
ତହିଁରେ ଇସ୍ହାକ ଗରାରଠା ରେ ବାସକଲେ।
ଆଦି ପୁସ୍ତକ 26:17
ତେଣୁ ସହେି ସ୍ଥାନ ପିରତ୍ଯାଗ କରି ଗରାର େଛାଟ ନଦୀ ନିକଟରେ ଛାଉଣୀ ପକାଇଲେ। ଇସ୍ହାକ ସହେିଠା ରେ ରହି ବାସ କଲେ।
ଆଦି ପୁସ୍ତକ 26:20
ତହିଁରେ ଗରାର ଦେଶୀଯ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର ଏଣୁ ସମାନେେ ସହେି କୂପର ନାମ ଏଷକ ରଖିଲେ। ଯେ ହତେୁ ତାଙ୍କ ସହିତ ସମାନେେ ବିବାଦ କଲେ।
ଆଦି ପୁସ୍ତକ 26:26
ଅବିମଲକେ ଇସ୍ହାକକୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମଲକେ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ଯଗଣର ଅଧ୍ଯକ୍ଷ।
ଦିତୀୟ ବଂଶାବଳୀ 14:13
ଆସା ଏବଂ ତାଙ୍କ ସୈନ୍ଯଦଳ ଇଥିଓପିଯ ସୈନ୍ଯଦଳଙ୍କ ପେଛ ପେଛ ଗରାର୍ ସହର ପର୍ୟ୍ଯନ୍ତ ଗୋଡ଼ାଇଲେ। ବହୁ ସଂଖ୍ଯକ ସୈନ୍ଯଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହାଇପୋରିଲେ ନାହିଁ। ସମାନେେ ସଦାପ୍ରଭୁ ଓ ତାଙ୍କ ସୈନ୍ଯଦଳ ଦ୍ବାରା ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଗେଲେ ଆସା ଓ ତାଙ୍କର ସୈନ୍ଯଦଳ ଶତ୍ରୁମାନଙ୍କଠାରୁ ଅନକେ ବହୁମୂଲ୍ଯ ପଦାର୍ଥ ଲୁଟି ନେଲେ।
ଦିତୀୟ ବଂଶାବଳୀ 14:14
ଆସା ଓ ତାଙ୍କର ସୈନ୍ଯଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜଯଲାଭ କଲେ। ସହେି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସହେି ସହରଗୁଡ଼ିକରେ ଅନକେ ବହୁମୂଲ୍ଯ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ଯଦଳ ସହେି ସହରଗୁଡ଼ିକରୁ ସହେି ସମସ୍ତ ବହୁମୂଲ୍ଯ ପଦାର୍ଥଗୁଡ଼ିକୁ ନଇଗେଲେ।
Occurences : 10
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்