Base Word
גִּזְרָה
Short Definitionthe figure or person (as if cut out); also an inclosure (as separated)
Long Definitiona cutting, polishing, separation
Derivationfeminine of H1506
International Phonetic Alphabetɡɪd͡zˈrɔː
IPA modɡizˈʁɑː
Syllablegizrâ
Dictionɡidz-RAW
Diction Modɡeez-RA
Usagepolishing, separate place
Part of speechn-f

ଯିରିମିୟଙ୍କ ବିଳାପ 4:7
ଯିହୁଦାର କେତକେ ଲୋକ ପରମେଶ୍ବରଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହାଇେଥିଲେ। ସମାନେେ ନିର୍ମଳ ଥିଲେ; ସମାନେେ ହିମ ଅପେକ୍ଷା ଅକ୍ଷିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଲ ଥିଲେ। ସମାନଙ୍କେର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସମାନଙ୍କେର କ୍ଲାନ୍ତି ନୀଳକାନ୍ତ ମଣି ତୁଲ୍ଯ ଥିଲା।

ଯିହିଜିକଲ 41:12
ପଶ୍ଚିମ ପାଖର ଅଗଣା ରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ର୍ଦୈଘ୍ଯ ଥିଲା। ଆଉ କାନ୍ଥର ମାଟଇେେ ପାଞ୍ଚ ହାତ ଥିଲା।

ଯିହିଜିକଲ 41:13
ତା'ପ ରେ ସେ ମନ୍ଦିରର ର୍ଦୈଘ୍ଯ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ଯ 100 ହାତ ଥିଲା।

ଯିହିଜିକଲ 41:14
ଆହୁରି ମନ୍ଦିରର ପୂର୍ବ ଦିଗ ରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।

ଯିହିଜିକଲ 41:15
ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ଯିହିଜିକଲ 42:1
ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।

ଯିହିଜିକଲ 42:10
ପ୍ରବେଶ ପଥଟି ପ୍ରାଙ୍ଗଣ ପାଖ ରେ କାନ୍ଥର ଆରମ୍ଭ ବିନ୍ଦୁ ରେ ଥିଲା। ଦକ୍ଷିଣ ଦିଗ ରେ କଠାେରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖ ରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖ ରେ ଥିଲା। ଏହି କଠାେରୀଗୁଡ଼ିକର ସମ୍ମୁଖ ରେ ଏଗାରଟି ପଥ ଥିଲା।

ଯିହିଜିକଲ 42:13
ତହୁଁ ସେ ମାେତେ କହିଲେ, ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗ ରେ ଯେଉଁ କଠାେରୀଗୁଡ଼ିକ ଅଛି ସେସବୁ ପବିତ୍ର କଠାେରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସମାନେେ ସଠାେ ରେ ମହାପବିତ୍ର ଦ୍ରବ୍ଯସବୁ ଭୋଜନ କରିବେ। ଆଉ ସହେି ସ୍ଥାନ ରେ ସମାନେେ ମହାପବିତ୍ର ଦ୍ରବ୍ଯସବୁ ଓ ଭକ୍ଷ୍ଯ ନବୈେଦ୍ଯ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସହେି ସ୍ଥାନ ଅତି ପବିତ୍ର ଅଟେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்