Base Word
גְּדֵרָה
Short Definitionenclosure (especially for flocks)
Long Definitionwall, hedge
Derivationfeminine of H1447
International Phonetic Alphabetɡɛ̆.d̪eˈrɔː
IPA modɡɛ̆.deˈʁɑː
Syllablegĕdērâ
Dictionɡeh-day-RAW
Diction Modɡeh-day-RA
Usage(sheep-)cote (fold) hedge, wall
Part of speechn-f

ଗଣନା ପୁସ୍ତକ 32:16
ମାତ୍ର ରୁବନରେ ଗୋଷ୍ଠୀ ଓ ଗାଦ ଗୋଷ୍ଠୀର ଲୋକମାନେ ମାଶାଙ୍କେୁ ଆସି କହିଲେ, ଆମ୍ଭମାନେେ ଏହି ସ୍ଥାନ ରେ ଆପଣା ଆପଣା ମଷେମାନଙ୍କ ନିମନ୍ତେ ମଷେଶାଳା ଓ ଆପଣା ଆପଣା ପାଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।

ଗଣନା ପୁସ୍ତକ 32:24
ତୁମ୍ଭମାନେେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମଷେମାନଙ୍କ ପାଇଁ ମଷେଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।

ଗଣନା ପୁସ୍ତକ 32:36
ବୈତନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମଷେଶାଳା ନିର୍ମାଣ କଲେ।

ପ୍ରଥମ ଶାମୁୟେଲ 24:3
ସହେି ବାଟରେ ଥିବା ମଷେଶାଳା ରେ ପହଞ୍ଚି ସଠାେରେ ଥିବା ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ୟାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା'ର ଲୋକମାନେ ଗକ୍ସ୍ଟମ୍ଫାର ଦୂର ପଛ ରେ ଲକ୍ସ୍ଟଚିଥିଲେ।

ପ୍ରଥମ ବଂଶାବଳୀ 4:23
ଶଲୋଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସମାନେେ ନତାଯିମ ଓ ଗଦରୋ ରେ ବାସ କରୁଥିଲେ। ସମାନେେ ସହେି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ୟ୍ଯ କରୁଥିଲେ।

ଗୀତସଂହିତା 89:40
ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ବଂସ କରିଅଛ।

ଯିରିମିୟ 49:3
ହେ ହିଶବୋନ ନିବାସୀଗଣ, ତୁମ୍ଭମାନେେ ଚିତ୍କାର କର। କାରଣ ଅଯ ଧ୍ବଂସ ପାଇଲା। ହେ ରବ୍ବାର କନ୍ଯାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧିଅରେ ଏଣେ ତଣେେ ଦୌଡ଼, କାରଣ ମିଲକମର ଯାଜକଗଣ ଓ ଅଧିପତିଗଣ ଏକତ୍ର ହାଇେ ନିର୍ବାସନକୁ ଯିବେ।

ଯିହିଜିକଲ 42:12
ପୁଣି ଦକ୍ଷିଣ ଦିଗସ୍ଥିତ କଠାେରୀଗୁଡ଼ିକର ଦ୍ବାର ତୁଲ୍ଯ ପଥ ଶଷେ ରେ ଗୋଟିଏ ଦ୍ବାର ଥିଲା। ସହେି ପଥ କାନ୍ଥର ସମ୍ମୁଖ ରେ ଅର୍ଥାତ୍ ୟିବା ଲୋକର ପୂର୍ବ ଦିଗ ରେ ପଡ଼ିଲା।

ହୋଶେୟ 2:6
ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।

ନାହୂମ 3:17
ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସମାନେେ ଶୀତଦିନ ରେ କାନ୍ଥ ରେ ବାସ କରନ୍ତି। କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସହେି ପଙ୍ଗପାଳମାନେ ଉଡି ପଳାନ୍ତି। ଏବଂ କହେି ଜାଣନ୍ତି ନାହିଁ ସମାନେେ କେଉଁ ଆଡକୁ ୟାଇଛନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்