Base Word
אֲדֹנִיָּה
Short DefinitionAdonijah, the name of three Israelites
Long Definitionfourth son of David and Solomon's rival for the throne
Derivationoriginal (prolonged) אֲדֹנִיָּהוּ ; from H0113 and H3050; lord (i.e., worshipper) of Jah
International Phonetic Alphabetʔə̆.d̪o.n̪ɪjˈjɔː
IPA modʔə̆.do̞w.niˈjɑː
Syllableʾădōniyyâ
Dictionuh-doh-nih-YAW
Diction Moduh-doh-nee-YA
UsageAdonijah
Part of speechn-pr-m

ଦିତୀୟ ଶାମୁୟେଲ 3:4
ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।

ପ୍ରଥମ ରାଜାବଳୀ 1:5
ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।

ପ୍ରଥମ ରାଜାବଳୀ 1:7
ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।

ପ୍ରଥମ ରାଜାବଳୀ 1:8
ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।

ପ୍ରଥମ ରାଜାବଳୀ 1:9
ଥରେ ଅଦୋନିଯ ଐନ ରୋଗଲରେ ପାଶର୍‌ବସ୍ଥ ସୋ ହେଲତ ପଥର ନିକଟରେ ମଷେ, ବୃକ୍ଷ ଓ ପୁଷ୍ଟ ବାଛୁରୀ ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।

ପ୍ରଥମ ରାଜାବଳୀ 1:11
ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

ପ୍ରଥମ ରାଜାବଳୀ 1:13
ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ୟାଇ କୁହ, ' ହେ ମାରେ ମହାଶୟ ମହାରାଜ, ଆପଣ କ'ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲେ, ମାେ ଉତ୍ତା ରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ସେ ମାେ ସିଂହାସନ ରେ ବସିବ? ତବେେ ଅଦୋନିଯ କିପରି ରାଜ୍ଯ କରୁଅଛି?'

ପ୍ରଥମ ରାଜାବଳୀ 1:18
ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତ ରେ ଅଦୋନିଯ ରାଜ୍ଯ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ।

ପ୍ରଥମ ରାଜାବଳୀ 1:24
ନାଥନ କହିଲେ, ହେ ମାରେ ମହାରାଜ, ଆପଣ କ'ଣ ଘାଷେଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିଯ ରାଜ୍ଯ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ?

ପ୍ରଥମ ରାଜାବଳୀ 1:25
କାରଣ ସେ ଆଜି ୟାଇ ଉପତ୍ୟକା ରେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସନୋପତିମାନଙ୍କୁ ଏବଂ ଅବିଯାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସମାନେେ ଏକତ୍ରୀତ ହାଇେ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, 'ରାଜା ଅଦୋନିଯ ଚିରଜୀବି ହୁଅନ୍ତୁ।'

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்