Base Word
גָּבַל
Short Definitionproperly, to twist as a rope; to bound (as by a line)
Long Definitionto bound, border
Derivationa primitive root; also as a denominative from H1366
International Phonetic Alphabetɡɔːˈbɑl
IPA modɡɑːˈvɑl
Syllablegābal
Dictionɡaw-BAHL
Diction Modɡa-VAHL
Usagebe border, set (bounds about)
Part of speechv

ଯାତ୍ରା ପୁସ୍ତକ 19:12
କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂ ରଇେ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସହେି ସୀମାକୁ ଯେପରି କହେି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ଯ ହେଉ ୟିଏ ପର୍ବତ ସ୍ପର୍ଶ କରିବ ସେ ମରିବ।

ଯାତ୍ରା ପୁସ୍ତକ 19:23
ତହିଁରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନଯ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ ଆଜ୍ଞା ଦଇେ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।

ଦିତୀୟ ବିବରଣ 19:14
ତୁମ୍ଭମାନେେ ଭୂମିରେ ଥିବା ପଥର ଚିହ୍ନକକ୍ସ୍ଟ ଘକ୍ସ୍ଟଞ୍ଚାଇବ ନାହିଁ। ଏହି ପଥରଚିହ୍ନ ଅତୀତ ରେ ଦିଆୟାଇଥିବା ଭୂମିକକ୍ସ୍ଟ ଚିହ୍ନଟ କରିବା ପାଇଁ ସହେି ପଥର ଚିହ୍ନକକ୍ସ୍ଟ ପରିବର୍ତ୍ତନ କରିବ ନାହିଁ। ସହେି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦବେେ।

ଯିହୋଶୂୟ 18:20
ୟର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ଯାମୀନଙ୍କର ପରିବାରବର୍ଗ ସମାନଙ୍କେର ଗୋଷ୍ଠୀ ଅନକ୍ସ୍ଟସା ରେ ତାହା ଅଧିକାର କଲେ।

ଯିଖରିୟ 9:2
ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்