Base Word
גְּבוּל
Short Definitionproperly, a cord (as twisted), i.e., (by implication) a boundary; by extension the territory inclosed
Long Definitionborder, territory
Derivationor גְּבֻל; (shortened) from H1379
International Phonetic Alphabetɡɛ̆ˈbuːl
IPA modɡɛ̆ˈvul
Syllablegĕbûl
Dictionɡeh-BOOL
Diction Modɡeh-VOOL
Usageborder, bound, coast, × great, landmark, limit, quarter, space
Part of speechn-m

ଆଦି ପୁସ୍ତକ 10:19
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।

ଆଦି ପୁସ୍ତକ 23:17
ଏଣୁ ଇଫ୍ରୋଣ ସହେି ଭୂମିର ମାଲିକାନା ବଦଳାଇଲେ। କାମ୍ରି ପାଖ ରେ ଯେଉଁ ଜମି ମକ୍ପଲୋ ରେ ଥିଲା ଗୁହା ପାଶର୍ବ ଏବଂ ଚତୁଃପାଶର୍ବ ରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା।

ଆଦି ପୁସ୍ତକ 47:21
ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

ଯାତ୍ରା ପୁସ୍ତକ 8:2
ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ଛାଡିବାକୁ ମନା କରିବ, ତବେେ ମୁଁ ମିଶରକୁ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ କରି ଦବେି।

ଯାତ୍ରା ପୁସ୍ତକ 10:4
ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।

ଯାତ୍ରା ପୁସ୍ତକ 10:14
ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।

ଯାତ୍ରା ପୁସ୍ତକ 10:19
ତେଣୁ ସଦାପ୍ରଭୁ ପବନର ଦିନ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବଗେ ରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡାଇ ନଇେ ଲୋହିତ ସୂଫ ସାଗର ରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶର ରେ ରହିଲେ ନାହିଁ।

ଯାତ୍ରା ପୁସ୍ତକ 13:7
ତେଣୁ ସାତଦିନ ପାଇଁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶ ରେ କୌଣସିଠା ରେ ତାଡୀ ମିଶ୍ରୀତ ରୋଟୀ ଯେପରି କହେି ନଖାନ୍ତି।

ଯାତ୍ରା ପୁସ୍ତକ 23:31
ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ଯାତ୍ରା ପୁସ୍ତକ 34:24
ଯେତବେେଳେ ତୁମ୍ଭେ ତୁମ୍ଭର ଦେଶକୁ ୟାଅ ମୁଁ ତୁମ୍ଭର ଶତୃମାନଙ୍କୁ ସଠାରୁେ ତଡି ଦବେି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭମାନେେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନଇେ ପାରିବି ନାହିଁ। ଯେତବେେଳେ ତୁମ୍ଭେ ବର୍ଷ ରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କୁ ଦର୍ଶନ କରିବା ପାଇଁ ୟିବ।

Occurences : 240

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்