Base Word
בָּרָק
Short DefinitionBarak, an Israelite
Long Definitionson of Abinoam of Kedesh who, incited by Deborah, a prophetess of Ephraim, delivered the Israelites from the yoke of Jabin by routing the Canaanites in the plain of Jezreel
Derivationthe same as H1300
International Phonetic Alphabetbɔːˈrɔːk’
IPA modbɑːˈʁɑːk
Syllablebārāq
Dictionbaw-RAWK
Diction Modba-RAHK
UsageBarak
Part of speechn-pr-m

ବିଚାରକର୍ତାମାନଙ୍କ ବିବରଣ 4:6
ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ବିଚାରକର୍ତାମାନଙ୍କ ବିବରଣ 4:8
ଏହାପରେ ବରାକ୍ ଦବୋରାଙ୍କକ୍ସ୍ଟ କହିଲେ, ମୁ ଏପରି ୟାଇ କରିବି ଯଦି ତୁମ୍ଭେ ମାେ ସହିତ ୟିବ। ଯଦି ତୁମ୍ଭେ ମାେ ସହିତ ନ ୟିବ ତବେେ ମୁ ୟିବି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 4:9
ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।

ବିଚାରକର୍ତାମାନଙ୍କ ବିବରଣ 4:10
ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

ବିଚାରକର୍ତାମାନଙ୍କ ବିବରଣ 4:12
କହେି ଜଣେ ସୀଷରାକକ୍ସ୍ଟ କହିଲେ, ଯେ ବାରକ୍ ଅବିନଯମର ପକ୍ସ୍ଟତ୍ର ତାବୋର ପର୍ବତ ଉପରକକ୍ସ୍ଟ ଗଲେ।

ବିଚାରକର୍ତାମାନଙ୍କ ବିବରଣ 4:14
ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 4:14
ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 4:15
ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।

ବିଚାରକର୍ତାମାନଙ୍କ ବିବରଣ 4:16
ବାରକ୍ ସୀଷର୍ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶଯମ ପର୍ୟ୍ଯନ୍ତ ସମସ୍ତ ସମାନଙ୍କେୁ ପେଛ ପେଛ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ଯ ଖଣ୍ତା ଦ୍ବାରା ହଣା ହାଇେ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 4:22
ଠିକ୍ ଏହାପରେ ବାରକ୍ ସୀଷରାକକ୍ସ୍ଟ ଖାଜେି ଖାଜେି ତମ୍ବୁ ନିକଟରେ ପହଁଞ୍ଚିଲା। ଯାୟେଲ ତମ୍ବୁରକ୍ସ୍ଟ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, ଭିତରକକ୍ସ୍ଟ ଆସନ୍ତକ୍ସ୍ଟ, ମୁ ତୁମ୍ଭକୁ ଦଖାଇବେି ତୁମ୍ଭେ ଯେଉଁ ଲୋକକୁ ଖାଜେକ୍ସ୍ଟଅଛା ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକକ୍ସ୍ଟ ପ୍ରବେଶ କଲା! ସଠାେରେ ସେ ତମ୍ବୁ ଖକ୍ସ୍ଟଣ୍ଟ ମକ୍ସ୍ଟଣ୍ତ ରେ ପଶି ମୃତକ୍ସ୍ଟ୍ଯବରଣ କରିଥିବା ସୀଷରାର ମୃତ ଶରୀର ପଡିଥିବାର ସେ ପାଇଲା।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்