Base Word
בְּרִיחַ
Short Definitiona bolt
Long Definitionbar
Derivationfrom H1272
International Phonetic Alphabetbɛ̆ˈrɪi̯.ɑħ
IPA modbɛ̆ˈʁiː.ɑχ
Syllablebĕrîaḥ
Dictionbeh-REE-ah
Diction Modbeh-REE-ak
Usagebar, fugitive
Part of speechn-m

ଯାତ୍ରା ପୁସ୍ତକ 26:26
ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍‌ବ ରେ।

ଯାତ୍ରା ପୁସ୍ତକ 26:27
ଅନ୍ୟ ଏକ ପାଶର୍‌ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍‌ବ ପଶ୍ଚିମ ଦିଗ ରେ ନିର୍ମାଣ କର।

ଯାତ୍ରା ପୁସ୍ତକ 26:27
ଅନ୍ୟ ଏକ ପାଶର୍‌ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍‌ବ ପଶ୍ଚିମ ଦିଗ ରେ ନିର୍ମାଣ କର।

ଯାତ୍ରା ପୁସ୍ତକ 26:28
ପୁଣି ମଧ୍ଯସ୍ଥିତ ଅର୍ଗଳ ପଟାର ମଧ୍ଯ ଦେଶ ରେ ଏ ମୁଣ୍ଡରୁ ସେ ମୁଣ୍ଡ ୟାଏଁ ପାଇବ।

ଯାତ୍ରା ପୁସ୍ତକ 26:29
ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।

ଯାତ୍ରା ପୁସ୍ତକ 26:29
ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।

ଯାତ୍ରା ପୁସ୍ତକ 35:11
ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,

ଯାତ୍ରା ପୁସ୍ତକ 36:31
ଏହାପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠ ରେ ଅର୍ଗଳ ପ୍ରସ୍ତୁତ କଲେ। ସମାନେେ ପବିତ୍ର ତମ୍ବୁର ଗୋଟିଏ ପାଶର୍‌ବ ରେ ପାଞ୍ଚଟି ଅର୍ଗଳ ତିଆରି କଲେ।

ଯାତ୍ରା ପୁସ୍ତକ 36:32
ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍‌ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।

ଯାତ୍ରା ପୁସ୍ତକ 36:32
ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍‌ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।

Occurences : 41

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்