Base Word
בָּרַח
Short Definitionto bolt, i.e., figuratively, to flee suddenly
Long Definitionto go through, flee, run away, chase, drive away, put to flight, reach, shoot (extend), hurry away
Derivationa primitive root
International Phonetic Alphabetbɔːˈrɑħ
IPA modbɑːˈʁɑχ
Syllablebāraḥ
Dictionbaw-RA
Diction Modba-RAHK
Usagechase (away); drive away, fain, flee (away), put to flight, make haste, reach, run away, shoot
Part of speechv

ଆଦି ପୁସ୍ତକ 16:6
କିନ୍ତୁ ଅବ୍ରାମ ସାରୀକୁ କହିଲେ, ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର। ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।

ଆଦି ପୁସ୍ତକ 16:8
ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?

ଆଦି ପୁସ୍ତକ 27:43
ତେଣୁ ହେ ମାରେ ପୁତ୍ର ମୁଁ ଯମେନ୍ତ କହୁଛି, ସହେିପରି କର। ମାରେଭ୍ରାତା ଲାବନ ହାରଣ ରେ ବାସ କରୁଛି। ତୁମ୍ଭେ ତା' ପାଖ ରେ ୟାଇ ଲୁଚ।

ଆଦି ପୁସ୍ତକ 31:20
ଏବଂ ଯାକୁବ ନ ଜଣାର ଦୂରକୁ ୟିବା ପାଇଁ ଲାବନଙ୍କୁ ଠକି ଦଲୋ।

ଆଦି ପୁସ୍ତକ 31:21
ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶିଘ୍ର ସେ ସ୍ଥାନ ଛାଡ଼ିଲା। ସେ ଫରାତ୍ ନଦୀ ପାର ହାଇେ ଗିଲଯଦ ପର୍ବତ ଅଞ୍ଚଳ ଆଡ଼େ ଚାଲିଲା।

ଆଦି ପୁସ୍ତକ 31:22
ତିନିଦିନ ୟିବାପରେ, ଲାବନକୁ କୁହାଗଲା, ଯାକୁବ ପଳାଯନ କରିଛି।

ଆଦି ପୁସ୍ତକ 31:27
ମାେତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମାେତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାଯନ ପୁଣି ତବଲା ଓ ବିଣାବାଦ୍ଯ ସହିତ ବିଦାଯ କରିଥାନ୍ତି।

ଆଦି ପୁସ୍ତକ 35:1
ପରମେଶ୍ବର ଯାକୁବକୁ କହିଲେ, ବୈଥଲକେୁ ୟାଅ, ସଠାେରେ ବାସକର ଏବଂ ସଠାେରେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ କରିବା ପାଇଁ ଏକ ୟଜ୍ଞବଦେୀ ସ୍ଥାପନ କର। ୟିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାଯନ ବେଳେ ଆର୍ବିଭାବ ହାଇେଥିଲେ।

ଆଦି ପୁସ୍ତକ 35:7
ଯାକୁବ ୟଜ୍ଞବଦେୀ ନିର୍ମାଣ କଲେ। ଯାକୁବ ସହେି ସ୍ଥାନର ନାମ ଦେଲେ ଏଲ୍-ବୈଥେଲ୍। ଯାକୁବ ଏପରି ନାମ ସ୍ଥିର କଲେ କାରଣ ସହେି ସ୍ଥାନ ରେ ପରମେଶ୍ବର ତାଙ୍କୁ ପ୍ରଥମେ ଦଖାେ ଦଇେଥିଲେ। ଯେତବେେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।

ଯାତ୍ରା ପୁସ୍ତକ 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

Occurences : 65

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்