Base Word
בֹּר
Short Definitionpurify
Long Definitioncleanness, pureness
Derivationfrom H1305
International Phonetic Alphabetbor
IPA modbo̞wʁ
Syllablebōr
Dictionbore
Diction Modbore
Usagecleanness, pureness
Part of speechn-m

ଦିତୀୟ ଶାମୁୟେଲ 22:21
ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କରିବେ, କାରଣ ଯାହା ଠିକ୍ ମୁ ତାହା ହିଁ କଲି, ମୁ କିଛି ଭକ୍ସ୍ଟଲ କରି ନଥିଲି, ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

ଦିତୀୟ ଶାମୁୟେଲ 22:25
ତେଣୁ ମାରେ ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କଲେ, କାରଣ ମୁ ତାଙ୍କ ଦୃଷ୍ଟି ରେ ସରଳ ତଥା ନିରପରାଧ ଅଟେ। ମୁ କିଛି ଭୂଲ୍ କରି ନାହିଁ। ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

ଆୟୁବ ପୁସ୍ତକ 22:30
ୟିଏ ନିରୀହ ନୁହେଁ ତାକୁ ମଧ୍ଯ ସେ ଉଦ୍ଧାର କରନ୍ତି। ଏହିପରି ଜଣେ ଲୋକ ଉଦ୍ଧାର ହବେ କାରଣ ତୁମ୍ଭର ହସ୍ତ ରୁଦ୍ଧ ଅଟେ।

ଗୀତସଂହିତା 18:20
ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

ଗୀତସଂହିତା 18:24
ତଣେୁ ମାରେ ସଦାପ୍ରଭୁ ମାେତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

ଯିଶାଇୟ 1:25
ଲୋକମନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ଯବହାର କରନ୍ତି। ସହେିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ିନବେି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்