Base Word
בָּר
Short Definitiongrain of any kind (even while standing in the field); by extension the open country
Long Definitioncorn, grain
Derivationor בַּר; from H1305 (in the sense of winnowing)
International Phonetic Alphabetbɔːr
IPA modbɑːʁ
Syllablebār
Dictionbawr
Diction Modbahr
Usagecorn, wheat
Part of speechn-m
Base Word
בָּר
Short Definitiongrain of any kind (even while standing in the field); by extension the open country
Long Definitioncorn, grain
Derivationor בַּר; from H1305 (in the sense of winnowing)
International Phonetic Alphabetbɔːr
IPA modbɑːʁ
Syllablebār
Dictionbawr
Diction Modbahr
Usagecorn, wheat
Part of speechn-m

ଆଦି ପୁସ୍ତକ 41:35
ଏହି ପ୍ରକାର ରେ ଲୋକମାନେ ସେ ଉତ୍ତମ ସାତବର୍ଷ ମଧିଅରେ ଏହି ଖାଦ୍ୟ ସଂଗ୍ରହ କରି ରଖିବ। ଏହି ପ୍ରକାର ଖାଦ୍ୟ ସଂଗ୍ରହ କରି ତୁମ୍ଭ ନିଯନ୍ତ୍ରଣ ରେ ରଖ।

ଆଦି ପୁସ୍ତକ 41:49
ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

ଆଦି ପୁସ୍ତକ 42:3
ତେଣୁ ଯୋଷଫେର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶଷ୍ଯ କିଣିବା ପାଇଁ।

ଆଦି ପୁସ୍ତକ 42:25
ଯୋଷଫେ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସମାନଙ୍କେର ବ୍ଯାଗ୍ଗୁଡ଼ିକୁ ଶସ୍ଯ ରେ ଭରପୁର କରିବା ପାଇଁ। ତା'ର ଭାଇମାନେ ସହେି ଶସ୍ଯ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷଫେ ସହେି ଅର୍ଥ ନେଲେ ନାହିଁ। ସେ ସମାନଙ୍କେର ଅର୍ଥ ସହେି ବ୍ଯାଗ ମଧିଅରେ ପୁରାଇ ଦେଲେ। ଏହାପରେ ଯୋଷଫେ ତାଙ୍କର ଫରେିବା ପାଇଁ ବ୍ଯବହାର ଦ୍ରବ୍ଯ ମଧ୍ଯ ତାଙ୍କୁ ଦେଲେ।

ଆଦି ପୁସ୍ତକ 45:23
ପୁଣି ଯୋଷଫେ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ଯ ରେ ନଦା ଦଶଗଧ ଓ ପିତାଙ୍କ ପାଥଯେ ନିମନ୍ତେ ଶସ୍ଯ ଓ ରୋଟି ଆଦି ଭକ୍ଷ୍ଯ ଦ୍ରବ୍ଯ ରେ ନଦା ଦଶ ଗର୍ଦ୍ଧଭୀ ପାଠାଇଲେ।

ଆୟୁବ ପୁସ୍ତକ 39:4
ସହେି ପଶୁ ଛୁଆମାନେ କ୍ଷତେ ରେ ବଡ଼ ସବଳ ହାଇୟୋନ୍ତି। ତା'ପରେ ସମାନେେ ମା'କୁ ଛାଡ଼ି ଚାଲିୟାଆନ୍ତି, ଆଉ ଫରନ୍େତି ନାହିଁ।

ଗୀତସଂହିତା 65:13
ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।

ଗୀତସଂହିତା 72:16
କ୍ଷତରେେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ଯ ଫସଲରେ ପୂର୍ଣ୍ଣ ହାଇେ ଲିବାନୋନ୍ କ୍ଷତେ ତୁଲ୍ଯ ଉର୍ବର ହେଉ। କ୍ଷତଗେୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।

ହିତୋପଦେଶ 11:26
ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।

ଯିରିମିୟ 23:28
ଶସ୍ଯ ସହିତ ପାଳ ସମାନ ନୁହେଁ। ଦହେିପରି ଯେଉଁ ଭବିଷ୍ଯଦବକ୍ତାଗଣ ଆମ୍ଭର ସ୍ବପ୍ନ ଦେଖିଛନ୍ତି, ସମାନେେ ସେ ସ୍ବପ୍ନକଥା ପ୍ରକାଶ କରନ୍ତୁ। ଯଦି ସମାନେେ ଆମ୍ଭର ବାକ୍ଯ ପାଇଛନ୍ତି ତବେେ ସମାନେେ ବିଶ୍ବସ୍ତ ଭାବରେ ତାହା କୁହନ୍ତୁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்