Base Word
בְּעִיר
Short Definitioncattle
Long Definitionbeasts, cattle
Derivationfrom H1197 (in the sense of eating)
International Phonetic Alphabetbɛ̆ˈʕɪi̯r
IPA modbɛ̆ˈʕiːʁ
Syllablebĕʿîr
Dictionbeh-EER
Diction Modbeh-EER
Usagebeast, cattle
Part of speechn-m

ଆଦି ପୁସ୍ତକ 45:17
ଫାରୋ ଯୋଷଫଙ୍କେୁ କହିଲେ, ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ଯ ରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଚାଲିୟାଆନ୍ତୁ।

ଯାତ୍ରା ପୁସ୍ତକ 22:5
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।

ଗଣନା ପୁସ୍ତକ 20:4
ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଚାହୁଁଛ ଯେପରିକି ଆମ୍ଭମାନେେ ଓ ଆମ୍ଭମାନଙ୍କର ପଶୁମାନେ ଏଠା ରେ ମରିବୁ?

ଗଣନା ପୁସ୍ତକ 20:8
ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।

ଗଣନା ପୁସ୍ତକ 20:11
ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।

ଗୀତସଂହିତା 78:48
ପରମେଶ୍ବର କୁଆପଥର ଦ୍ବାରା ସମାନଙ୍କେ ପଶୁଗଣଙ୍କୁ ଓ ସମାନଙ୍କେ ପଲଗଣଙ୍କୁ ପ୍ରଜ୍ଜ୍ବଳିତ ବଜ୍ରାଘାତରେ ବଧ କଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்