Base Word
בֹּעַז
Short DefinitionBoaz, the ancestor of David; also the name of a pillar in front of the temple
Long Definitionancestor of David, kinsman-redeemer to Ruth, daughter-in-law of Naomi
Derivationfrom an unused root of uncertain meaning
International Phonetic Alphabetboˈʕɑd͡z
IPA modbo̞wˈʕɑz
Syllablebōʿaz
Dictionboh-ADZ
Diction Modboh-AZ
UsageBoaz
Part of speechn-pr-m

ରୂତର ବିବରଣ 2:1
ବୈଥିଲହମେ ରେ ଜଣେ ଧନୀ ବ୍ଯକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିଲେ ଏଲିମଲକରେ ପରିବାରରକ୍ସ୍ଟ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧକ୍ସ୍ଟ।

ରୂତର ବିବରଣ 2:3
ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।

ରୂତର ବିବରଣ 2:4
ଏହାପରେ ବୋୟଜ ବୈଥଲହମରେକ୍ସ୍ଟ ନିଜର କ୍ଷତକେକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ। ସମାନେେ ଉତ୍ତର ଦେଲେ, ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।

ରୂତର ବିବରଣ 2:5
ଏହାପରେ ବୋୟଜ ତା'ର ଦାସକକ୍ସ୍ଟ ପଗ୍ଭରିଲା, ୟିଏ କି ଶ୍ରମିକମାନଙ୍କର ଖବର ବକ୍ସ୍ଟଝକ୍ସ୍ଟଥିଲା, ସେ କାହାର ଝିଅ?

ରୂତର ବିବରଣ 2:8
ଏହାପରେ ବୋୟଜ ଋତକ୍ସ୍ଟ କହିଲେ, ଆଗୋ ମାରେ କନ୍ଯା, ମାରେ କଥା ଶକ୍ସ୍ଟଣ। ମାେ କ୍ଷତରେକ୍ସ୍ଟ ତୁମ୍ଭେ ନିଜ ପାଇଁ ଶସ୍ଯ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷତକେକ୍ସ୍ଟ ୟିବା ଦରକାର ନାହିଁ। ମାତ୍ର ମାରେ ଦାସୀଗଣଙ୍କ ପଛ ରେ ୟାଅ।

ରୂତର ବିବରଣ 2:11
ବୋୟଜ ତାଙ୍କୁ କହିଲେ, ତୁମ୍ଭେ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, ମାେତେ ସେ ବିଷଯ ରେ କକ୍ସ୍ଟହାଗଲା। ମୁ ଜାଣେ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପରେ ତୁମ୍ଭେ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି ଯେଉଁମାନଙ୍କୁ ତୁମ୍ଭେ ପର୍ବରକ୍ସ୍ଟ ଜାଣି ନଥିଲ, ସହେିମାନଙ୍କ ସହିତ ରହିବା ପାଇଁ ଆସିଅଛ।

ରୂତର ବିବରଣ 2:14
ମଧ୍ଯାହ୍ନ ଭୋଜନ ସମୟରେ, ବୋୟଜ ଋତଙ୍କକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ! ଆମର ରୋଟୀରକ୍ସ୍ଟ କିଛି ଖାଅ। ଆଉ ତୁମ୍ଭେ ରୋଟୀରକ୍ସ୍ଟ କିଛି ଖଣ୍ତ ନଇେ ତାହାକକ୍ସ୍ଟ ଅମ୍ଳରସ ରେ ବକ୍ସ୍ଟଡାଅ।

ରୂତର ବିବରଣ 2:15
ଏହାପରେ ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା।

ରୂତର ବିବରଣ 2:19
ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ଆଜି ତୁମ୍ଭେ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍ଭେ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ ଦଲୋ, ସେ ଧନ୍ଯ ହେଉ।

ରୂତର ବିବରଣ 2:23
ତେଣୁ ଋତ ବୋୟଜଙ୍କର ସହେି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବରେ କାର୍ୟ୍ଯ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିଲେ। ତା ପରେ ସେ ଗହମ ଅମଳ ଶଷେ ପର୍ୟ୍ଯନ୍ତ ସଠାେରେ କାର୍ୟ୍ଯ କଲେ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்