Base Word
בְּעַד
Short Definitionin up to or over against; generally at, beside, among, behind, for, etc
Long Definitionbehind, through, round about, on behalf of, away from, about
Derivationfrom H5704 with prepositional prefix
International Phonetic Alphabetbɛ̆ˈʕɑd̪
IPA modbɛ̆ˈʕɑd
Syllablebĕʿad
Dictionbeh-AD
Diction Modbeh-AD
Usageabout, at by (means of), for, over, through, up(-on), within
Part of speechprep

ଆଦି ପୁସ୍ତକ 7:16
ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।

ଆଦି ପୁସ୍ତକ 20:7
ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।

ଆଦି ପୁସ୍ତକ 20:18
କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

ଆଦି ପୁସ୍ତକ 26:8
ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।

ଯାତ୍ରା ପୁସ୍ତକ 8:28
ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।

ଯାତ୍ରା ପୁସ୍ତକ 32:30
ପରଦିନ ସକାଳେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଭୟଙ୍କର ପାପ କରିଛ। କିନ୍ତୁ ପର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ୟିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାଯଶ୍ଚିତ କରିବାକୁ ସକ୍ଷମ ହବେି।

ଲେବୀୟ ପୁସ୍ତକ 9:7
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।

ଲେବୀୟ ପୁସ୍ତକ 16:6
ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

Occurences : 104

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்