Base Word
בֶּן־הֲדַד
Short DefinitionBen-Hadad, the name of several Syrian kings, possibly a royal title
Long Definitionthe king of Syria, contemporary with Asa of Judah
Derivationfrom H1121 and H1908; son of Hadad
International Phonetic Alphabetbɛn̪ hə̆ˈd̪ɑd̪
IPA modbɛn hə̆ˈdɑd
Syllableben hădad
Dictionben huh-DAHD
Diction Modben huh-DAHD
UsageBenhadad
Part of speechn-pr-m

ପ୍ରଥମ ରାଜାବଳୀ 15:18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

ପ୍ରଥମ ରାଜାବଳୀ 15:20
ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।

ପ୍ରଥମ ରାଜାବଳୀ 20:1
ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।

ପ୍ରଥମ ରାଜାବଳୀ 20:2
ତା'ପରେ ଇଶ୍ରାୟେଲର ରାଜା ଆହାବ୍ ନଗର ଭିତରକୁ ଦୂତଗଣ ପ୍ ରରଣେ କଲେ।

ପ୍ରଥମ ରାଜାବଳୀ 20:5
ତା'ପରେ ଦୂତମାନେ ଆହାବ୍ଙ୍କ ନିକଟକୁ ଫରେିଆସି କହିଲେ, ବିନହଦଦ୍ କହନ୍ତି, 'ତୁମ୍ଭେ ଆପଣା ରୂପା, ସୁନା, ଭାର୍ୟ୍ଯା ଓ ସନ୍ତାନମାନଙ୍କୁ ମାେ ହସ୍ତ ରେ ସମର୍ପଣ କର ବୋଲି ମୁଁ କହି ପଠାଇଲି।

ପ୍ରଥମ ରାଜାବଳୀ 20:9
ବର୍ତ୍ତମାନ ଆହାବ୍ ବିନହଦଦ୍ଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ବିତୀୟ ରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।

ପ୍ରଥମ ରାଜାବଳୀ 20:10
ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ପ୍ରଥମ ରାଜାବଳୀ 20:16
ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

ପ୍ରଥମ ରାଜାବଳୀ 20:17
ପ୍ରଦେଶର ୟୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିଯାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ।

ପ୍ରଥମ ରାଜାବଳୀ 20:20
ଇଶ୍ରାୟେଲର ପ୍ରେତ୍ୟକକ ଯୋଦ୍ଧା ତାଙ୍କ ବିରୁଦ୍ଧ ରେ ଆସିଥିବା ଶତୃମାନଙ୍କୁ ବଧ କଲେ, ତା'ପରେ ଇଶ୍ରାୟେଲୀୟମାନେ ଅରାମୀଯମାନେ ପଳାଯନକାରୀମାନଙ୍କ ପଛ ରେ ଗୋଡଇଲେ। ଅରାମର ରାଜା ବିନହଦଦ୍ ଅଶ୍ବାରୋହୀମାନଙ୍କ ସହିତ ଏକ ଅଶ୍ବ ପୃଷ୍ଠ ରେ ପଳାଇୟାଇ ନିଜକୁ ରକ୍ଷା କଲେ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்