Base Word
אֲבַדּוֹן
Short Definitionabstract, a perishing; concrete, Hades
Long Definitionplace of destruction, destruction, ruin, Abaddon
Derivationintensive from H0006
International Phonetic Alphabetʔə̆.bɑd̪̚ˈd̪on̪
IPA modʔə̆.vɑˈdo̞wn
Syllableʾăbaddôn
Dictionuh-bahd-DONE
Diction Moduh-va-DONE
Usagedestruction
Part of speechn-pr-loc

ଆୟୁବ ପୁସ୍ତକ 26:6
କିନ୍ତୁ ପରମେଶ୍ବର ସହେି ମୃତ ଲୋକକୁ ପରିଷ୍କାର ଭାବରେ ଦେଖିପାରନ୍ତି। ମୃତ୍ଯୁ ପରମେଶ୍ବରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।

ଆୟୁବ ପୁସ୍ତକ 28:22
ବିନାଶ ଓ ମୃତ୍ଯୁ ମଧ୍ଯ କହନ୍ତି, 'ଆମ୍ଭମାନେେ ଜ୍ଞାନକୁ କେଉଁଠା ରେ ପାଇ ନାହୁଁ। କବଳେ ଆମ୍ଭମାନେେ ତା' ବିଷଯ ରେ ଜନରବ ଶୁଣିଅଛୁ।'

ଆୟୁବ ପୁସ୍ତକ 31:12
ୟୌନାଚାର ପାପ ହେଉଛି ଏଭଳି ଏକ ଅଗ୍ନି ସବୁ କିଛିକୁ ଧ୍ବଂସ କଲା ପର୍ୟ୍ଯନ୍ତ ଜଳୁଥାଏ। ଏହା ମାରେ କରିଥିବା ସମସ୍ତ କାର୍ୟ୍ଯକୁ ନଷ୍ଟ କରିଦଇେ ପା ରେ।

ଗୀତସଂହିତା 88:11
ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।

ହିତୋପଦେଶ 15:11
ମୃତ୍ଯୁ ଓ ବିନାଶ ସଦାପ୍ରଭୁଙ୍କ ଆଗ ରେ ଖାେଲା ପଡ଼ିଥାଏ। ଲୋକମାନଙ୍କର ହୃଦଯର ଅଭିପ୍ରାଯ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்