Base Word
בַּלָּהָה
Short Definitionalarm; hence, destruction
Long Definitionterror, destruction, calamity, dreadful event
Derivationfrom H1089
International Phonetic Alphabetbɑlːɔːˈhɔː
IPA modbɑ.lɑːˈhɑː
Syllableballāhâ
Dictionbahl-law-HAW
Diction Modba-la-HA
Usageterror, trouble
Part of speechn-f

ଆୟୁବ ପୁସ୍ତକ 18:11
ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।

ଆୟୁବ ପୁସ୍ତକ 18:14
ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।

ଆୟୁବ ପୁସ୍ତକ 24:17
ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।

ଆୟୁବ ପୁସ୍ତକ 27:20
ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।

ଆୟୁବ ପୁସ୍ତକ 30:15
ମୁଁ ଭୟ ରେ ଥରୁଅଛି। ବାଯୁ ଜିନିଷସବୁକୁ ଉଡ଼ାଇ ନଲୋଭଳି ସମାନେେ ମାରେ ସମ୍ମାନକୁ ଉଡ଼ଇେ ନେଉଛନ୍ତି। ମେଘଭଳି ମାରେନିରାପତ୍ତା ହଜିଯାଉଛି।

ଗୀତସଂହିତା 73:19
ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ଯିଶାଇୟ 17:14
ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

ଯିହିଜିକଲ 26:21
ତୁମ୍ଭ ଅବସ୍ଥା ଦେଖି ଅନ୍ୟମାନେ ଭୟଭୀତ ହବେେ। ତୁମ୍ଭର ବିନାଶ ଘଟିବ। ତୁମ୍ଭକୁ ଅନ୍ବଷେଣ କଲେ ମଧ୍ଯ ସମାନେେ ତୁମ୍ଭକୁ ପାଇବେ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ଯିହିଜିକଲ 27:36
ଅନ୍ୟ ଗୋଷ୍ଠୀଯ ବଣିକମାନେ ତୁମ୍ଭ ଉଦ୍ଦେଶ୍ଯ ରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ଯ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭମାନେେ ଆଉ ରହିବ ନାହିଁ।'

ଯିହିଜିକଲ 28:19
ସହେିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ, ସମାନେେ ତୁମ୍ଭଠାରୁ ଆତଙ୍କିତ ହବେେ। ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ ଏବଂ ତୁମ୍ଭେ କବେେ ପୂର୍ବବସ୍ଥାକୁ ଫରେିବ ନାହିଁ।'

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்