Base Word
בְּכוֹרָה
Short Definitionthe firstling of man or beast; abstractly primogeniture
Long Definitionbirthright, primogeniture, right of the first-born
Derivationor (short) בְּכֹרָה; feminine of H1060
International Phonetic Alphabetbɛ̆.koˈrɔː
IPA modbɛ̆.χo̞wˈʁɑː
Syllablebĕkôrâ
Dictionbeh-koh-RAW
Diction Modbeh-hoh-RA
Usagebirthright, firstborn(-ling)
Part of speechn-f

ଆଦି ପୁସ୍ତକ 4:4
ଏବଂ ଏବଲ ନିଜର ପ୍ରଥମଜାତ ମଷେ ଆଣିଲେ ଏବଂ ସମାନଙ୍କେର ସର୍ବୋତ୍ତମ ଅଂଶ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ।

ଆଦି ପୁସ୍ତକ 25:31
କିନ୍ତୁ ଯାକୁବ କହିଲା, ଆଜି ତୁମ୍ଭେ ମତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରଯ କର।

ଆଦି ପୁସ୍ତକ 25:32
ଏଷୌ ଉତ୍ତର ଦଲୋ, ଦେଖ ମୁଁ ମଲା ପରି, ଜ୍ଯଷ୍ଠୋଧିକାର ରେ ମାରେ କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦବେି।

ଆଦି ପୁସ୍ତକ 25:33
କିନ୍ତୁ ଯାକୁବ କହିଲା, ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର। ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ।

ଆଦି ପୁସ୍ତକ 25:34
ଏହାପରେ ଯାକୁବ ଏଷୌକୁ ରୋଟି ଏବଂ ମସୁରଡ଼ାଲି ରାନ୍ଧି ଖାଇବାକୁ ଦଲୋ ଓ ସେ ସ୍ଥାନ ପରିତ୍ଯାଗ କଲା। ଏହିପରି ଏଷୌ ନିଜର ଜେଷ୍ଠ ଭ୍ରାତାର ଅଧିକାର ବିଷଯ ରେ ପୁନର୍ବାର ଭାବିଲା ନାହିଁ।

ଆଦି ପୁସ୍ତକ 27:36
ଏଷୌ କହିଲା, ତା'ର ନାମ ହେଲା ଯାକୁବ ତାହା କ'ଣ ଯଥାର୍ଥ ନୁହେଁ। ସେ ମାେତେ ଦୁଇଥର ପ୍ରବଞ୍ଚନା କଲା। ସେ ମାରେ ଜେଷ୍ଠ ଅଧିକାର ଛଡ଼ାଇ ନଲୋ। ଏବଂ ମାରେଆଶୀର୍ବାଦ ନଇଗେଲା। ଏହାପରେ ଏଷୌ କହିଲା, ମାେ ପାଇଁ କିଛି ଆଶୀର୍ବାଦ ରଖିଛନ୍ତି କି?

ଆଦି ପୁସ୍ତକ 43:33
ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଦିତୀୟ ବିବରଣ 12:6
ତୁମ୍ଭମାନେେ ସହେି ସ୍ଥାନକକ୍ସ୍ଟ ନିଜ ନିଜ ହାମବେଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀଯ ଉପହାର ନିଜ ନିଜ ମାନତ ଦ୍ରବ୍ଯ, ସ୍ବେଛାଦତ ନବୈେଦ୍ଯ ଓ ନିଜ ନିଜ ପଶକ୍ସ୍ଟ ପଲର ପ୍ରଥମଜାତ ସମସ୍ତଙ୍କକ୍ସ୍ଟ ଆଣିବ।

ଦିତୀୟ ବିବରଣ 12:17
କେତକେ ଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ ଯେଉଁଠା ରେ ତୁମ୍ଭମାନେେ ବାସ କରିବ, ସଗେକ୍ସ୍ଟଡିକ ହେଲା, ଯଥା:ଆପଣା ଶସ୍ଯର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମଷୋଦିର ପ୍ରଥମଜାତ କିମ୍ବା ତକ୍ସ୍ଟମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ଯ କିଅବା ତକ୍ସ୍ଟମ୍ଭ ସ୍ବେଛାଦତ୍ତ ନବୈେଦ୍ଯ, କି ତକ୍ସ୍ଟମ୍ଭ ହସ୍ତର ଉତ୍ତୋଳନୀଯ ଉପହାର।

ଦିତୀୟ ବିବରଣ 14:23
ଏହିସବୁ ପରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସହେି ସ୍ଥାନକକ୍ସ୍ଟ ୟାଅ। ସହେି ସ୍ଥାନ ରେ ତକ୍ସ୍ଟମ୍ଭ ଶସ୍ଯର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦବୋ ଉଚିତ୍ ଓ ତକ୍ସ୍ଟମ୍ଭ ପଶକ୍ସ୍ଟର ପ୍ରଥମ ଜାତ ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்