No lexicon data found for Strong's number: 928

ମାଥିଉଲିଖିତ ସୁସମାଚାର 8:6
ସେ ବିନୟ ପୂର୍ବକ କହିଲେ, ପ୍ରଭୁ, ମାରେ ଦାସ ରୋଗ ରେ ପୀଡିତ ହାଇେ ଘ ରେ ବିଛଣା ରେ ପଡିଛି। ତାକୁ ପକ୍ଷାଘାତ ରୋଗ ହାଇେଛି ଓ ସେ ଭୀଷଣ କଷ୍ଟ ପାଉଛି।

ମାଥିଉଲିଖିତ ସୁସମାଚାର 8:29
ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ, ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ'ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ?

ମାଥିଉଲିଖିତ ସୁସମାଚାର 14:24
ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା।

ମାର୍କଲିଖିତ ସୁସମାଚାର 5:7
ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।

ମାର୍କଲିଖିତ ସୁସମାଚାର 6:48
ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,

ଲୂକଲିଖିତ ସୁସମାଚାର 8:28
ଭୂତ ଅନକେ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା' ହାତ ରେ ହାତକଡି ଓ ଗୋଡ ରେ ବଡେି ପକାଇ ପହରା ଭିତ ରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା' ଦହେ ରେ ଥିବା ଭୂତ ତାହାକୁ ଲୋକେ ରହୁ ନଥିବା ନିଛାଟିଆ ଜାଗାକୁ ତଡି ନେଉଥିଲା।

ପିତରଙ୍କ ଦିତୀୟ ପତ୍ର 2:8
ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସହେି ମନ୍ ଦଲୋକଙ୍କ ମଧିଅରେ ବାସ କରୁଥିଲେ। ସମାନଙ୍କେର ମନ୍ଦ ବିଷୟଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟ ରେ ଆଘାତ ପାଉଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:5
କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:10
ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:2
ସହେି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବଦନୋ ରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହାଇଯୋଇଥିଲା।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்