No lexicon data found for Strong's number: 607

ମାଥିଉଲିଖିତ ସୁସମାଚାର 14:10
ସେ କାରାଗାର ରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।

ମାର୍କଲିଖିତ ସୁସମାଚାର 6:16
େ ହରୋଦ ଯୀଶୁଙ୍କ ବିଷୟ ରେ ଏସବୁ ଶୁଣିଲେ। ସେ କହିଲେ, ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ଯା କରିଛି। ବର୍ତ୍ତମାନ ଯୋହନ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛନ୍ତି।

ମାର୍କଲିଖିତ ସୁସମାଚାର 6:27
ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।

ଲୂକଲିଖିତ ସୁସମାଚାର 9:9
କିନ୍ତୁ େ ହରୋଦ କହିଲେ, ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତବେେ ଏ କିଏ, ଯାହାଙ୍କ ବିଷୟ ରେ ମୁଁ ଏଭଳି କଥା ଶୁଣୁଛି? ତେଣୁ ହରେୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்