No lexicon data found for Strong's number: 5589
ମାଥିଉଲିଖିତ ସୁସମାଚାର 15:27
ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।
ମାର୍କଲିଖିତ ସୁସମାଚାର 7:28
ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।
ଲୂକଲିଖିତ ସୁସମାଚାର 16:21
ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்