Base Word
ψευδομαρτυρέω
Short Definitionto be an untrue testifier, i.e., offer falsehood in evidence
Long Definitionto utter falsehoods in giving testimony, to testify falsely, to bear false witness
Derivationfrom G5575
Same asG5575
International Phonetic Alphabetp͡sɛβ.ðo.mɑr.tyˈrɛ.o
IPA modp͡sev.ðow.mɑr.tjuˈre̞.ow
Syllablepseudomartyreō
Dictionpsev-thoh-mahr-too-REH-oh
Diction Modpsave-thoh-mahr-tyoo-RAY-oh
Usagebe a false witness

ମାଥିଉଲିଖିତ ସୁସମାଚାର 19:18
ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'

ମାର୍କଲିଖିତ ସୁସମାଚାର 10:19
କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।

ମାର୍କଲିଖିତ ସୁସମାଚାର 14:56
ଅନକେ ଲୋକ ଆସି ଯୀଶୁଙ୍କ ବିରୁଦ୍ଧ ରେ ମିଛ ସାକ୍ଷ୍ଯ ଦେଲେ। କିନ୍ତୁ ସମାନେେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନଥିଲା।

ମାର୍କଲିଖିତ ସୁସମାଚାର 14:57
ତା'ପରେ କେତକେ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧ ରେ ମିଛ ସାକ୍ଷ୍ଯ ଦଇେ କହିଲେ,

ଲୂକଲିଖିତ ସୁସମାଚାର 18:20
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦବେି। ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାମାନ ଜାଣିଛ: 'ତୁମ୍ଭେ ବ୍ଯଭିଚାର କରିବ ନାହିଁ, ତୁମ୍ଭେ କାହାରିକି ହତ୍ଯା କରିବ ନାହିଁ, କୌଣସି ଜିନିଷ ଚୋରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ କବେେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପାମାଆଙ୍କୁ ନିଶ୍ଚୟ ସମ୍ମାନ ଦବେ...'

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:9
ମୁଁ ଏପରି କହୁଛି, କାରଣ ବ୍ଯବସ୍ଥା କୁ ହେ: ବ୍ଯଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭରେି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ। ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡିକ ସାରାଂଶ ଭାବେ ଏହି ବ୍ଯବସ୍ଥାର ଅନ୍ତର୍ଗତ ଅଟେ, ଯଥା: ନିଜକୁ ପ୍ ରମେ କଲା ଭଳି ଅନ୍ୟ ପ୍ରତିବାଶୀକୁ ପ୍ ରମେ କର।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்