No lexicon data found for Strong's number: 5560

ମାଥିଉଲିଖିତ ସୁସମାଚାର 11:5
ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।

ମାଥିଉଲିଖିତ ସୁସମାଚାର 15:30
ଅନକେ ସଂଖ୍ଯା ରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଅନକେ ଅନ୍ଧ, ମୂକ ବଧିର, େଛାଟା ଅପାଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 15:31
ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁନଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହାଇେଛନ୍ତି; େଛାଟାମାନେ ଚାଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସମାନେେ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଗାନ କଲେ।

ମାଥିଉଲିଖିତ ସୁସମାଚାର 18:8
ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତବେେ ତାକୁ କାଟି ଫିଙ୍ଗି ଦିଅ। ଦୁଇହାତ ଓ ଦୁଇଗୋଡ଼ ଥାଇ ଚ଼ିରକାଳ ଜଳୁଥିବା ନର୍କର ନିଆଁ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନଥାଇ ଅନନ୍ତଜୀବନ ମଧିଅରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ।

ମାଥିଉଲିଖିତ ସୁସମାଚାର 21:14
ମନ୍ଦିର ରେ କେତକେ ଅନ୍ଧ ଓ କେତକେ େଛାଟ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାର୍କଲିଖିତ ସୁସମାଚାର 9:45
ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟି ଦିଅ।

ଲୂକଲିଖିତ ସୁସମାଚାର 7:22
ତା'ପରେ ଯୀଶୁ ଯୋହନଙ୍କ ସହେି ଶିଷ୍ଯମାନଙ୍କୁ କହିଲେ, ଯାଅ ଓ ଏଠା ରେ ତୁମ୍ଭେ ଯାହା ସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, େଛାଟମାନେ ଚାଲି ପାରୁଛନ୍ତି, କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି, ବଧି ରେଲାକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣଇେ ଦିଆଯାଉଛି।

ଲୂକଲିଖିତ ସୁସମାଚାର 14:13
ବରଂ ଭୋଜି ଦବୋ ସମୟରେ ଗରିବ, ପଙ୍ଗୁ, େଛାଟା ଓ ଅନ୍ଧମାନଙ୍କୁ ଡାକ।

ଲୂକଲିଖିତ ସୁସମାଚାର 14:21
ତେଣୁ ଚାକରଟି ଫରେିଆସିଲା। ଯାହା ସବୁ ଘଟିଥିଲା, ସେ ତା ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ େଛାଟାମାନଙ୍କୁ ଏଠାକୁ ନଇେଆସ।'

ଯୋହନଲିଖିତ ସୁସମାଚାର 5:3
ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡିକରେ ପଡିରହୁଥିଲେ। ସମାନଙ୍କେ ମଧ୍ଯରୁ କେତକେ ଅନ୍ଧ, େଛାଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்