No lexicon data found for Strong's number: 5526

ମାଥିଉଲିଖିତ ସୁସମାଚାର 5:6
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।

ମାଥିଉଲିଖିତ ସୁସମାଚାର 14:20
ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତାଷେ ଲାଭ କଲେ। ଲୋକେ ଖାଇସାରିବା ପରେ ଶିଷ୍ଯମାନେ ବଳକା ଖାଦ୍ୟତକ ବାରଟି ଝୁଡି ରେ ଭର୍ତ୍ତି କଲେ।

ମାଥିଉଲିଖିତ ସୁସମାଚାର 15:33
ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।

ମାଥିଉଲିଖିତ ସୁସମାଚାର 15:37
ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।

ମାର୍କଲିଖିତ ସୁସମାଚାର 6:42
ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।

ମାର୍କଲିଖିତ ସୁସମାଚାର 7:27
ଯୀଶୁ ତାହାକୁ କହିଲେ, ପ୍ରଥମେ ପିଲାମାନଙ୍କୁ ତୃପ୍ତ ହବୋକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନଇେ ଯାଇ କୁକୁରମାନଙ୍କ ଆଗ ରେ ଫିଙ୍ଗି ଦବୋ ଠିକ୍ ନୁହେଁ।

ମାର୍କଲିଖିତ ସୁସମାଚାର 8:4
ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?

ମାର୍କଲିଖିତ ସୁସମାଚାର 8:8
ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସମାନେେ ବଳକା ଟୁକୁରା ତକ ଏକାଠି କରି ସାତଟି ଟୋକଇେ ରେ ଭର୍ତ୍ତି କଲେ।

ଲୂକଲିଖିତ ସୁସମାଚାର 6:21
ତୁମ୍ଭମାନେେ, ଯେଉଁମାନେ ଏବେ ଭୋକିଲା, ଧନ୍ଯ, କାରଣ ତୁମ୍ଭମାନେେ ପରିତୃପ୍ତ ହବେ। ରୋଦନ କରୁଛ ଯେ ତୁମ୍ଭମାନେେ, ତୁମ୍ଭମାନେେ ଏବେ ଧନ୍ଯ, କାରଣ ତୁମ୍ଭମାନେେ ଆନନ୍ଦ ରେ ଜୀବନଯାପନ କରିବ।

ଲୂକଲିଖିତ ସୁସମାଚାର 9:17
ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்