Base Word
χλωρός
Short Definitiongreenish, i.e., verdant, dun-colored
Long Definitiongreen
Derivationfrom the same as G5514
Same asG5514
International Phonetic Alphabetxloˈros
IPA modxlowˈrows
Syllablechlōros
Dictionhloh-ROSE
Diction Modhloh-ROSE
Usagegreen, pale

ମାର୍କଲିଖିତ ସୁସମାଚାର 6:39
ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:8
ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆ ରୋହୀଙ୍କର ନାମ ଥିଲା, 'ମୃତ୍ଯୁ'। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସମାନଙ୍କେୁ କ୍ଷମତା ଦିଆଯାଇଥିଲା। ସମାନଙ୍କେୁ ଖଡ୍ଗ, ଅନାହାର, ରୋଗ ଓ ପୃଥିବୀର ବନ୍ଯ ପଶୁଙ୍କ ଦ୍ବାରା ଲୋକମାନଙ୍କୁ ମାରିଦବୋକୁ ଶକ୍ତି ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:7
ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:4
ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳ ରେ ପରମେଶ୍ବରଙ୍କର ମୁଦ୍ରା ନାହିଁ, କବଳେ ସହେି ଲୋକମାନଙ୍କର କ୍ଷତି କରିବାକୁ ସମାନଙ୍କେୁ କୁହାଗଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்