Base Word
ἀπάντησις
Short Definitiona (friendly) encounter
Long Definitionto meet one
Derivationfrom G0528
Same asG0528
International Phonetic Alphabetɑˈpɑn.te.sis
IPA modɑˈpɑn.te̞.sis
Syllableapantēsis
Dictionah-PAHN-tay-sees
Diction Modah-PAHN-tay-sees
Usagemeet

ମାଥିଉଲିଖିତ ସୁସମାଚାର 25:1
ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,

ମାଥିଉଲିଖିତ ସୁସମାଚାର 25:6
ଅଧ ରାତି ରେ ଜଣେ କହେି ଘାଷେଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:15
ରୋମ ରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟ ରେ ଖବର ପାଇଥିଲେ। ସମାନେେ ଆପ୍ପିୟଙ୍କ ହାଟ ଓ ତିନି ସ ରଇେ ଘର ସ୍ଥାନ ପର୍ୟ୍ଯନ୍ତ ଆମ୍ଭକୁ ଭଟେିବାକୁ ଆସିଥିଲେ। ସମାନଙ୍କେୁ ଦେଖି ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ଉତ୍ସାହିତ ହେଲେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:17
ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହବୋ। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ ସଠାେରେ ବାଯୁମଣ୍ଡଳ ରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்