ମାଥିଉଲିଖିତ ସୁସମାଚାର 16:21
ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।
ମାଥିଉଲିଖିତ ସୁସମାଚାର 17:23
ସମାନେେ ତାହାଙ୍କୁ ମାରି ଦବେେ। କିନ୍ତୁ ସେ ମୃତ୍ଯୁରୁ ତୃତୀୟ ଦିନ ବଞ୍ଚି ଉଠିବେ। ଯୀଶୁଙ୍କୁ ମାରି ଦିଆୟିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ଯମାନେ ବହୁତ ମନଦୁଃଖ କଲେ।
ମାଥିଉଲିଖିତ ସୁସମାଚାର 20:3
ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସଠାେରେ କେତକେ ଶ୍ରମିକଙ୍କୁ ଠିଆ ହାଇେଥିବାର ଦେଖିଲେ। ସମାନଙ୍କେ ପାଖ ରେ କିଛି କାମ ନଥିଲା।
ମାଥିଉଲିଖିତ ସୁସମାଚାର 20:19
ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।
ମାଥିଉଲିଖିତ ସୁସମାଚାର 22:26
ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।
ମାଥିଉଲିଖିତ ସୁସମାଚାର 26:44
ଯୀଶୁ ଶିଷ୍ଯମାନଙ୍କୁ ଛାଡ଼ି ପୁଣି ଫରେି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ଯ ସେ ପୂର୍ବଭଳି ସହେି ଏକା କଥା କହିଲେ।
ମାଥିଉଲିଖିତ ସୁସମାଚାର 27:64
ତେଣୁ ତୃତୀୟ ଦିନ ପର୍ୟ୍ଯନ୍ତ କବରକୁ ପହରା ଦବୋ ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ଯମାନେ ସଠାେକୁ ଆସି ତାହାଙ୍କ ମୃତ ଦହକେୁ ଚେ଼ାରୀ କରି ନବୋପାଇଁ ଚେଷ୍ଟା କରିବେ। ତା'ପରେ ସମାନେେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ଯୁରୁ ଉଠିଛନ୍ତି। ତାହାହେଲେ ଏହୀ ଶଷେ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହବେ।
ମାର୍କଲିଖିତ ସୁସମାଚାର 9:31
କାରଣ ସେ ନିଜ ଶିଷ୍ଯମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦବୋକୁ ଚାହୁଁଥିଲେ। ସେ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନଙ୍କ ହସ୍ତ ରେ ସମର୍ପଣ କରାୟିବ। ସମାନେେ ତାହାଙ୍କୁ ବଧ କରିବା। କିନ୍ତୁ ମୃତ୍ଯୁର ତିନି ଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁତ୍ଥିତ ହବେେ।
ମାର୍କଲିଖିତ ସୁସମାଚାର 10:34
ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।
ମାର୍କଲିଖିତ ସୁସମାଚାର 12:21
ତେଣୁ ଦ୍ବିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ଯ କୌଣସି ପିଲାପିଲି ନଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ଯ ତାହା ଘଟିଲା।
Occurences : 57
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்