ମାଥିଉଲିଖିତ ସୁସମାଚାର 15:27
ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।
ମାଥିଉଲିଖିତ ସୁସମାଚାର 21:12
ଯୀଶୁ ମନ୍ଦିର ପରିସର ରେ ପ୍ରବେଶ କଲେ। ସଠାେରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼ଇେ ଦେଲେ। ସେ ମୁଦ୍ରା ବ୍ଯବସାଯୀଙ୍କ ମଜେ ଓ କାପ୍ତା ବ୍ଯବସାଯୀଙ୍କ ଆସନ ଓଲଟଇେ ଦେଲେ।
ମାର୍କଲିଖିତ ସୁସମାଚାର 7:28
ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।
ମାର୍କଲିଖିତ ସୁସମାଚାର 11:15
ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ
ଲୂକଲିଖିତ ସୁସମାଚାର 16:21
ଧନୀଲୋକ ଖାଇସାରିବା ପରେ ଯାହା ଛାଡି ଦିଏ ସହେି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଚାଟୁଥିଲେ।
ଲୂକଲିଖିତ ସୁସମାଚାର 19:23
ଯଦି ଏକଥା ସତ୍ଯ, ତବେେ ତୁମ୍ଭେ ମାେ ଟଙ୍କା ବ୍ଯାଙ୍କ ରେ ଜମା ରଖିପାରିଥା'ନ୍ତତା' ହେଲେ ମୁଁ ଫରେି ଆସିଲା ବଳକେୁ ମାେ ଟଙ୍କା ରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥାଆନ୍ତା ା
ଲୂକଲିଖିତ ସୁସମାଚାର 22:21
ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।
ଲୂକଲିଖିତ ସୁସମାଚାର 22:30
ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
ଯୋହନଲିଖିତ ସୁସମାଚାର 2:15
ଯୀଶୁ କେତେ ଖଣ୍ଡ ଦଉଡି ରେ ଗୋଟିଏ ଛାଟ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡିକୁ ଓ ଗୋରୁଗୁଡିକୁ ସଠାରୁେ ଜାରେ ଜବରଦସ୍ତି ତଡି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକଇେ ମଜଗେୁଡିକ ଓଲଟଇେ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:2
ତେଣୁ ପ୍ ରରେିତମାନେ ସଂମ୍ପୂର୍ଣ୍ଣ ଶିଷ୍ଯ ମଣ୍ଡଳୀକୁ ଡ଼ାକି କହିଲେ, ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ପ୍ରଚାର ରେ ଅବ ହଳୋ କରିବା ଠିକ୍ ହବେନାହିଁ। ଖାଦ୍ୟ ବଣ୍ଟନ ରେ ସମୟ ଦବୋ ଅପେକ୍ଷା ପ୍ରଚାର କାର୍ୟ୍ଯ ଚାଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହବେ।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்