No lexicon data found for Strong's number: 5126

ମାଥିଉଲିଖିତ ସୁସମାଚାର 19:11
ଯୀଶୁ ଉତ୍ତର ଦେଲେ, ବିବାହ ସମ୍ବନ୍ଧ ରେ ଏହି ଉପଦେଶ ପ୍ରେତ୍ୟକକ ଲୋକ ଗ୍ରହଣ କରି ପାରିବନୋହିଁ। ଯେଉଁମାନଙ୍କୁ ପରମେଶ୍ବର ଏହି କ୍ଷମତା ଦଇେଛନ୍ତି, କବଳେ ସହେିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ।

ମାଥିଉଲିଖିତ ସୁସମାଚାର 21:44
ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହାଇଯେିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତବେେ ପଥରଟି ତାକୁ ଚୁନା କରିଦବେ।

ମାଥିଉଲିଖିତ ସୁସମାଚାର 27:32
ସୈନ୍ଯମାନେ ଯୀଶୁଙ୍କୁ ନଇେ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମାନେ ନାମ ରେ ଜଣେ ଲୋକକୁ ଦେଖିଲେ। ସମାନେେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କୃଶ ବୋହି ନବୋ ପାଇଁ ବାଧ୍ଯ କଲେ।

ମାର୍କଲିଖିତ ସୁସମାଚାର 7:29
ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।

ମାର୍କଲିଖିତ ସୁସମାଚାର 14:58
ଆମ୍ଭମାନେେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, 'ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦବେି ଓ ପୁଣି ତିନି ଦିନ ଭିତ ରେ ଆଉ ଗୋଟିଏ ମନ୍ଦିର ତିଆରି କରି ଦବେି, ଯାହା କି ମଣିଷ ହାତ ରେ ତିଆରି ହାଇେ ନ ଥିବ।

ମାର୍କଲିଖିତ ସୁସମାଚାର 14:71
ତା'ପରେ ପିତର ଅଭିଶାପ ଦବୋକୁ ଲାଗିଲେ। ସେ ଦୃଢ ଭାବରେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ଶପଥ କରି କହୁଛି ଯେ, ତୁମ୍ଭମାନେେ ଯେଉଁ ଲୋକ ବିଷୟ ରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।

ଲୂକଲିଖିତ ସୁସମାଚାର 9:13
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

ଲୂକଲିଖିତ ସୁସମାଚାର 9:26
ଯଦି କୌଣସି ଲୋକ ମାେ ପାଇଁ ବା ମାେ ଉପଦେଶ ପାଇଁ ଲଜ୍ଜିତ ହାଇେଥାଏ, ତବେେ ମୁଁ ମଧ୍ଯ ତା ପାଇଁ ଲଜ୍ଜିତ ହବେି। ଯେତବେେଳେ ମନୁଷ୍ଯ ପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ବର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତବେେଳେ ସେ ତା ପାଇଁ ଲଜ୍ଜିତ ହବେେ।

ଲୂକଲିଖିତ ସୁସମାଚାର 12:5
ତୁମ୍ଭମାନେେ ଯାହାକୁ ଭୟ କରିବା ଉଚିତ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦଖାଇେ ଦବେି। ତୁମ୍ଭମାନଙ୍କୁ ମାରିସାରି ନର୍କ ରେ ଫିଙ୍ଗିଦବୋ ଶକ୍ତି ଯାହାର ଅଛି, ତୁମ୍ଭମାନେେ ସହେି ପରମେଶ୍ବରଙ୍କୁ ଭୟ କରିବା ଉଚିତ। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କବଳେ ତାହାଙ୍କୁ ଭୟ କର।

ଲୂକଲିଖିତ ସୁସମାଚାର 12:56
ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?

Occurences : 64

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்