Base Word
σώφρων
Short Definitionsafe (sound) in mind, i.e., self-controlled (moderate as to opinion or passion)
Long Definitionof a sound mind, sane, in one's senses
Derivationfrom the base of G4982 and that of G5424
Same asG4982
International Phonetic Alphabetˈso.fron
IPA modˈsow.frown
Syllablesōphrōn
DictionSOH-frone
Diction ModSOH-frone
Usagediscreet, sober, temperate

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:8
ନିଜ ଘ ରେ ଲୋକମାନଙ୍କୁ ସ୍ବାଗତ କରି ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ ରମେ କରୁଥିବେ, ଜ୍ଞାନୀ ହାଇେଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହାଇେଥିବେ ଓ ନିଜକୁ ସଂୟମ କରି ପାରୁଥିବେ। ଆମ୍ଭେ ସତ୍ଯର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପ୍ରଦାନ କରୁଥିବେ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:2
ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତି ରେ ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்